ଓଡିଶା

ରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ରେଙ୍ଗାଲି ଗ୍ରାମ ପଂଚାୟତ ଏବଂ ଟାଇଗର ଗ୍ରୁପ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଆଠ ବର୍ଷ ହେବ ଚିନ୍ତା ବାଗ ଙ୍କ ନେତୃତ୍ୱରେ କରାଯାଇଛି l ରକ୍ତଦାନ ଏକ ମହାନ ଦାନ ହୋଇଥିବାରୁ ସ୍ୱଇଚ୍ଛା ରେ ଅନେକ ଯୁବକ ମାନେ ଆସି ରକ୍ତଦାନ ଶିବିର ରେ ଯୋଗ ଦେଇ ରକ୍ତଦାନ କରିଥିଲେ l ଏହି ଶିବିରରେ ସମ୍ବଲପୁରୀ ହାସ୍ୟ ନାୟକ ବିନ୍ଦୁ ଏବଂ ସମ୍ବଲପୁରୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଯୋଗ ଦେଇ କମେଡି ଏବଂ ଗୀତ ଗାଈ ଉତ୍ସାହିତ କରିଥିଲେ l

Related posts

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews

ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?

mahabharatanews