ଓଡିଶା

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ | ବିଧାୟିକା କୁସୁମ ଟେଟେଙ୍କ ଅଣ ତାରକା ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିଙ୍କ ଉତ୍ତର ଆନ୍ଧ୍ର ଦ୍ଵାରା ୨୦୨୧ରୁ ଭତ୍ତା କିମ୍ବା ରାସନ୍ ବଣ୍ଟନକି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି | ବିଧାନସଭାରେ ପ୍ରଶ୍ନ କରିଥିଲେ କୁସୁମ ଟେଟେ ଆନ୍ଦ୍ର ସରକାରଙ୍କ ଅଧିକାରି ମାନେ 2021 ମସିହାରେ କେତେଥର କୋଟିଆରେ ଅନୁପ୍ରବେଶ କରିବା ସହିତ ଏଠାରେ ଭତ୍ତା ଓ ରାସନ ଆଦି ବଣ୍ଟନ କରିଛନ୍ତି | ଆନ୍ଦ୍ରର ଅଧିକାରୀ ମାନେ କୋଟିଆରେ ରାସ୍ତା ନିର୍ମାଣ କରୁଥିବା ସରକାରଙ୍କ ନଜରକୁ ଆସିଛି କି ତେବେ ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍କିକ କହିଛନ୍ତି ଜିଲ୍ଲା ପ୍ରଶାସନ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ | ଏଥିସହ ଆନ୍ଦ୍ର ସରକାରଙ୍କ ତରଫରୁ କୌଣସି ରାସ୍ତା ନିର୍ମାଣ କରାଯାଇ ନାହିଁ |

Related posts

ନାରୀ ସୁରକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସେପ୍ଟି ବେଲ୍ଟ

mahabharatanews

ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ! କାଲିମେଳା ତହସିଲର ବରିଷ୍ଠ କିରାଣୀ ନିଲମ୍ବିତ

mahabharatanews

ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀଙ୍କ ନୀରବ ମହମବତୀ ଶୋଭାଯାତ୍ରା

mahabharatanews