ଅପରାଧ

ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁନେଶ୍ବର: ଭୁବନେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ। ପାଖାପାଖି ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ। କ୍ୟୁଏଟି ଓ ଲିଙ୍ଗରାଜ ଥାନା ପୋଲିସ ମିଳିତଭାବେ ଲିଙ୍ଗରାଜ ଥାନା କପିଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗାର ୪୦ ଗ୍ରାମ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଦୁଇଜଣ ହେଲେ ରାକେଶ ମୁଳିଆ ଏବଂ ସୁଜିତ ପଣ୍ଡା । ଏମାନଙ୍କ ନିକଟରୁ ବାଇକ, ମୋବାଇଲ ଓ ସୁନାଗହଣା ମଧ୍ୟ ଜବତ ହୋଇଛି। ଏହି ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ।

Related posts

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

mahabharatanews

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

mahabharatanews

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

mahabharatanews