ଓଡିଶା

୨ ଦିନ ପାଇଁ ବୁର୍ଲା ସଟଡାଉନ

ସମ୍ବଲପୁର: ଜିଲାରେ କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାର ୱାର୍ଡ ନମ୍ବରକୁ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ସଟଡାଉନ ଘୋଷଣା କରାଯ।।ଇଛି । ଜରୁରୀକାଳୀନ ସେବା ଓ ବୁର୍ଲା ଭିମସାର କ୍ୟମ୍ପସକୁ ସଟଡାଉନରୁ ବାଦ ଦିଆଯାଇଛି ।
ସମସ୍ତ ଡାକ୍ତରଖାନା, ନର୍ସିଂହୋମ, କ୍ଲିନିକ୍, ମେଡିସିନ୍ ଷ୍ଟୋର୍, ଜରୁରୀକାଳୀନ ଡ୍ୟୁଟିରେ ଥିବା ରାଜ୍ୟ ତଥା କେନ୍ଦ୍ରୀୟ ସରକାରୀ ଅଧିକାରୀ, ମିଡିଆ, ପେଟ୍ରୋଲ୍ ପମ୍ପ, ଦୁଗ୍ଧ ବୁଥ୍, ଏଟିଏମ୍, ପରିବହନକାରୀ ଇ କୃଷି କାର୍ୟ୍ୟକଳାପ କରିପାରିବେ। ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡିବ। କୌଣସି ନିୟମ ଉଲଙ୍ଘନ ହେଲେ ଆଇନ ଅନୁଯାୟୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ସମୂହ ଦୀପ ଏବଂ ବୃକ୍ଷରୋପଣ କରି କାଳନ୍ଦୀ ସାମଲଙ୍କ ଜନ୍ମଦିନ ପାଳନ କଲେ ବ୍ରାହ୍ମଣୀ ମଣ୍ଡଳ ବିଜେପି

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews