ଓଡିଶାପର୍ବ ପର୍ବାଣିଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତmahabharatanewsApril 28, 2023April 28, 2023 by mahabharatanewsApril 28, 2023April 28, 20230130 ପୁରୀ/ଜୟନ୍ତ କୁମାର ସେଠି: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ନିଳାଦ୍ରୀ ମହୋଦୟାଷ୍ଟାମି । ଏହି ତିଥିରେ ଚତୁର୍ଦ୍ଦା ମୂର୍ତ୍ତି ଯଜ୍ଞମଣ୍ଡପରୁ ଆସି ରତ୍ନ ସିଂହାସନରେ...
ଓଡିଶାପର୍ବ ପର୍ବାଣିବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’mahabharatanewsApril 26, 2023 by mahabharatanewsApril 26, 20230125 ବାଲିଗୁଡା/ ବନବାସୀ ପ୍ରଧାନ : ଆଜି ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା ଆରମ୍ଭ ହୋଇ ଯାଇଛି । ମାଙ୍କ ନଗରପରିକ୍ରମା ର ପ୍ରଥମ ଦିନ ରେ ମାଙ୍କୁ ବାଜା, ବାଣ, ଢୋଲ ଓ ବିଭିନ୍ନ...
ଓଡିଶାପର୍ବ ପର୍ବାଣିବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାମ ଅନୁକୂଳmahabharatanewsApril 23, 2023April 23, 2023 by mahabharatanewsApril 23, 2023April 23, 20230121 ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜି ଠାରୁ ଚାଷି ତାର ବର୍ଷର ଫସଲ କାର୍ଯ୍ୟ ଆରମ୍ଭ କରିଥାଏ । ଚାଷି ତାର କ୍ଷେତରେ ମୁଠି ଅନୁକୂଳ କରିଥାଏ । ଆଜି ଠାରୁ...
ଓଡିଶାପର୍ବ ପର୍ବାଣିବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତmahabharatanewsApril 22, 2023April 22, 2023 by mahabharatanewsApril 22, 2023April 22, 20230126 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମର ଇସଲାମ ଧର୍ମାବଲମ୍ବୀ ମାନେ ଏକ ମାସ ଧରି ପବିତ୍ର ରମଜାନ ମାସରେ ଉପବାସ ରହି ପାଞ୍ଚ ଅଳି ନାମାଜ...
ଓଡିଶାପର୍ବ ପର୍ବାଣିଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକmahabharatanewsApril 21, 2023April 21, 2023 by mahabharatanewsApril 21, 2023April 21, 20230135 ପୁରୀ/ ଜୟନ୍ତ କୁମାର ସେଠି: ଆଗାମୀ ଅକ୍ଷୟ ତୃତୀୟା ରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା।ନରେନ୍ଦ୍ର ପୋଖରୀରେ ଚାପ ଖେଳ।ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ୟ୍ୟନ୍ତ...
ଓଡିଶାପର୍ବ ପର୍ବାଣିସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବmahabharatanewsApril 6, 2023 by mahabharatanewsApril 6, 20230157 କଣିହାଁ / ବିଜୟ କୁମାର ବେହେରା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ମା’ ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ । ଆଜି ସମଲ ମା ତାରିଣୀଙ୍କ ପିଠ ଠାରେ ଅନୁଷ୍ଠିତ ହୋଇଯାଇଛି ।...
ଖେଳପର୍ବ ପର୍ବାଣିଧୂମଧାମରେ ପାଳିତ ହେଲା ମଣ୍ଡେଇ ଯାତ୍ରାmahabharatanewsJanuary 11, 2023 by mahabharatanewsJanuary 11, 20230165 ଝରିଗାଁ :ଚଚା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି ମଣ୍ଡେଇ ଯାତ୍ରା ବା ଚଚା ମହୋତ୍ସବ । ରଙ୍ଗୀନ ମଞ୍ଚରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନାନା ରକମର ଦୋକାନ ବଜାର...
ଓଡିଶାପର୍ବ ପର୍ବାଣିଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତmahabharatanewsDecember 10, 2022 by mahabharatanewsDecember 10, 20220169 ପୁରୀ/ଜୟନ୍ତ କୁମାର ସେଠୀ : ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ୟ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ।ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ୟ୍ୟକ୍ରମର...
ଓଡିଶାପର୍ବ ପର୍ବାଣିଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରାmahabharatanewsNovember 12, 2022 by mahabharatanewsNovember 12, 20220219 ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ବିଜୁ ମୈଦାନ ରେ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଚଳିତ ବର୍ଷ ବେଶ୍ ଚିତାକର୍ଷକ ସାଜିଛି ଜ୍ଝ ବିଲମ୍ବିତ ରାତ୍ରି ପର୍ୟ୍ୟନ୍ତ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ର ମଜା...
ଓଡିଶାପର୍ବ ପର୍ବାଣିଜମୁଛି କଳିଙ୍ଗ ବାଲିଯାତ୍ରାmahabharatanewsNovember 10, 2022 by mahabharatanewsNovember 10, 20220182 ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ...