ଓଡିଶାପାଣିପାଗଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ଚଳାଚଳ ବାଧାପ୍ରାପ୍ତmahabharatanewsJanuary 4, 2026 by mahabharatanewsJanuary 4, 202604 ଆହୁରି ୨ ଦିନ ଘନକୁହୁଡ଼ି। ଆଜି ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସକାଳ ପ୍ରାୟ ୬:୩୦ ସମୟରେ ରାଜ୍ୟ ରାଜଧାନୀର ବିମାନବନ୍ଦର...
ଦେଶ ବିଦେଶପାଣିପାଗବିଦ୍ୟାଭାରତଶୀତର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀmahabharatanewsJanuary 2, 2026 by mahabharatanewsJanuary 2, 202609 ଥରାଉଛି ଜାଡ , ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି,ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ...
Accidentଓଡିଶାଦୁର୍ଘଟଣାପାଣିପାଗବିଶ୍ୱଯୋଗାଯୋଗଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତିmahabharatanewsJanuary 2, 2026 by mahabharatanewsJanuary 2, 202605 ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ...
ଓଡିଶାପାଣିପାଗନୂଆ ବର୍ଷରେ ପୂର୍ବରୁ ଅନେକ ସ୍ଥାନରେ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗmahabharatanewsDecember 30, 2025 by mahabharatanewsDecember 30, 2025010 ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ନୂଆ ବର୍ଷରେ ପୂର୍ବରୁ ଅନେକ ସ୍ଥାନରେ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ପରେ ତାପମାତ୍ରା ୩...
ଓଡିଶାଦେଶ ବିଦେଶପାଣିପାଗହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟାmahabharatanewsDecember 29, 2025 by mahabharatanewsDecember 29, 2025010 ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଚଳିତ କରିବା ପରି ଖବର ହେଉଛି ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ...
ଓଡିଶାପାଣିପାଗବଡଦିନ ପରଠାରୁ ରାଜ୍ୟରେ ଆହୁରି ବଢିବ ଶୀତmahabharatanewsDecember 22, 2025 by mahabharatanewsDecember 22, 2025012 ବଡ଼ଦିନ ପରଠାରୁ ସାରା ରାଜ୍ୟରେ ଥଣ୍ଡା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଘନ କୁହୁଡି ସାଙ୍ଗକୁ ଶୀତ । ପାଣିପାଗ କେନ୍ଦ୍ର ଡିସେମ୍ବର 25 ତାରିଖରୁ ପୁଣି ଥରେ ଥଣ୍ଡା...
ଓଡିଶାପାଣିପାଗଦିଲ୍ଲୀ ପରେ ବିଷ ପାଲଟିଲାଣି ଭୁବନେଶ୍ୱରର ବାୟୁmahabharatanewsDecember 20, 2025 by mahabharatanewsDecember 20, 2025042 ବିଷ ପାଲଟିଲାଣି ଭୁବନେଶ୍ୱରର ବାୟୁ । ଦିଲ୍ଲୀରେ ବିଷାକ୍ତ ବାୟୁକୁ ନେଇ ସାଧାରଣ ଜନତା ଚିନ୍ତାରେ ଥିବା ବେଳେ ଏବେ ରାଜ୍ୟ ରାଜଧାନୀରେ ବି ବିଷାକ୍ତ ବାୟୁକୁ ନେଇ ଚର୍ଚ୍ଚା । ଖଣ୍ଡଗିରିରେ ବାୟୁ...
ଦେଶ ବିଦେଶପାଣିପାଗପ୍ରବଳ ବର୍ଷା ପରେ ୟୁଏଇରେ ଏବେ ବନ୍ୟାର ପରିସ୍ଥିତିmahabharatanewsDecember 20, 2025 by mahabharatanewsDecember 20, 2025020 ବର୍ଷାରେ ବୁଡିଲା UAE । ପ୍ରବଳ ବର୍ଷା ପରେ ୟୁଏଇରେ ଏବେ ବନ୍ୟାର ପରିସ୍ଥିତି । ହସ୍ତଗତ ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ...
ଓଡିଶାପାଣିପାଗରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବmahabharatanewsDecember 10, 2025 by mahabharatanewsDecember 10, 2025013 ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ। ଗତକାଲି ରାତିରେ ୧୦ ଡ଼ିଗ୍ରୀ ତଳେ ୧୨ ସହର ର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍,...
ଓଡିଶାପାଣିପାଗହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶାmahabharatanewsDecember 7, 2025 by mahabharatanewsDecember 7, 2025013 ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଏବଂ ପାହାଡିଆ ଅଞ୍ଚଳ, ସବୁଠି ଏବେ ଅସହ୍ୟ ଶୀତ ଲହରି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ...