ବିଶ୍ୱଭାରତଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନmahabharatanewsMarch 7, 2022 by mahabharatanewsMarch 7, 20220291 ନୂଆଦିଲ୍ଲୀ – ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି...
ବିଶ୍ୱଜାଣନ୍ତୁ ଜେନେଭା ଚୁକ୍ତି କ’ଣ?mahabharatanewsMarch 4, 2022 by mahabharatanewsMarch 4, 20220192 ଜେନେଭା: ଋଷ ତାର ଭୟାବହତା ଧିରେ ଧିରେ ବଢାଇବାରେ ଲାଗିଛି । ଋଷର ଏପରି ଆକ୍ରମଣ ହେତୁ ୟୁକ୍ରେନର ଲୋକ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । କେତେ ଲୋକଙ୍କର ଜୀବନ ନେଲାଣି...
ବିଶ୍ୱପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତmahabharatanewsMarch 4, 2022 by mahabharatanewsMarch 4, 20220171 ପେଶାଓ୍ଵର: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି ଯେଉଁଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପାକିସ୍ତାନର ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ...
ବିଶ୍ୱଭାରତୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁmahabharatanewsMarch 2, 2022March 2, 2022 by mahabharatanewsMarch 2, 2022March 2, 20220282 ନୂଆଦିଲ୍ଲୀ: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ପଞ୍ଜାବର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରୀ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ । ମୃତଦେହ ଆଣିବାକୁ...
ବିଶ୍ୱ୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!mahabharatanewsMarch 2, 2022 by mahabharatanewsMarch 2, 20220261 ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ତଥାପି ସଙ୍କଟ ଜାରି ରହିଛି ।...
ବିଶ୍ୱଭାରତଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତିmahabharatanewsMarch 1, 2022 by mahabharatanewsMarch 1, 20220338 ନୂଆଦିଲ୍ଲୀ: ଋଷକୁ ନେଇ ମେଟା ଭର୍ସରଙ୍କ ନିଷ୍ପତ୍ତି । ଋଷିଆ ସରକାରୀ ମିଡିଆ ବ୍ୟାନ ହେବ ୟୁରୋପୀୟ ସଂଘରେ । ଏହାର ଅର୍ଥ ଫେସବୁକରେ ଋଷିଆ ସରକାରୀ ମିଡିଆ ଆରଟି ଏବଂ ସ୍ପୁଟନିକର କୌଣସି...
ବିଶ୍ୱୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣmahabharatanewsFebruary 24, 2022 by mahabharatanewsFebruary 24, 20220339 ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ୍ ମାମଲା ଭୟଙ୍କର ସ୍ଥିତିରେ ପହଂଚିଛି । ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା...
ବିଶ୍ୱପ୍ରବଳ ବର୍ଷା ନେଲା ୯୦ରୁ ଅଧିକ ଲୋକଙ୍କ ଜୀବନmahabharatanewsFebruary 17, 2022 by mahabharatanewsFebruary 17, 20220157 ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି ।...
ବିଶ୍ୱପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତmahabharatanewsJanuary 24, 2022 by mahabharatanewsJanuary 24, 20220314 ଇସଲାମାବାଦ: ଲାହୋର ହାଇକୋର୍ଟର ବିଚାରପତି ଜଷ୍ଟିସ ଆୟସା ଏ ମଲିକ ହୋଇଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି । ଏହି ନିଯୁକ୍ତି ପରେ ୫୫ ବର୍ଷୀୟା ଜଷ୍ଟିସ ଆୟସା ଇତିହାସ ରଚିଛନ୍ତି...
ବିଶ୍ୱଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ ବ୍ରିଟେନରେ ଚିନ୍ତା ବଢାଇଛିmahabharatanewsJanuary 24, 2022 by mahabharatanewsJanuary 24, 20220318 ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ଏବେ ବ୍ରିଟେନରେ ଚିନ୍ତା ବଢାଇଚି । ଏହି ଭାରିଆଣ୍ଟ ଏବେ ୪୦ ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଏହି ଭାରିଆଣ୍ଟକୁ ଆରଟିପିସିଆର କିଟ ଠାବ କରି...