ଭାରତଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତmahabharatanewsNovember 18, 2021 by mahabharatanewsNovember 18, 20210196 ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ହେଲିକାପ୍ଟରରେ ଥିବା ଦୁଇ ପାଇଲଟ ଓ ତିନ କ୍ରୁ ସଦସ୍ୟ ସୁରକ୍ଷିତ ବର୍ତ୍ତି ଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ...
ଭାରତଚାନେଲ ବିତର୍କ ପ୍ରଦୂଷଣର କାରଣ: ସୁପ୍ରିମ କୋର୍ଟmahabharatanewsNovember 17, 2021 by mahabharatanewsNovember 17, 20210169 ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମ କୋର୍ଟରେ ଅ।ଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ ଭି ରମନାଙ୍କ ଖଣ୍ଡପୀଠ ସରକାରକୁ କଟାକ୍ଷ କରିଛନ୍ତି । ବିଭିନ୍ନ ଟିଭି ଚ୍ୟାନେଲର ବିତର୍କକୁ...
ଭାରତଆସାମ ରାଇଫଲ୍ସ କର୍ଣ୍ଣେଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210180 ଇମ୍ଫାଲ: ମଣିପୁରରେ ଆତଙ୍କବାଦୀ ଖେଳିଛନ୍ତି ରକ୍ତର ହୋଲି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସମେତ ୭ ଜଣଙ୍କୁ ଆତଙ୍କବାଦୀମାନେ ବର୍ବର ହତ୍ୟା କରିଥିଲେ।...
ଭାରତବାୟୁ ପ୍ରଦୂଷଣକୁ ନେଇ ଦିଲ୍ଳୀରେ ସ୍ଥିତି ସଂଗୀନmahabharatanewsNovember 14, 2021 by mahabharatanewsNovember 14, 20210204 ନୂଆଦିଲ୍ଲୀ: ଉତ୍ତର ଭାରତରେ ଲଗାତର ବାୟୁ ପ୍ରଦୂଷଣ ବୃଦ୍ଧି ଚିନ୍ତାର କାରଣ ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଦିଲ୍ଳୀରେ ସ୍ଥିତି ସଂଗୀନ ହୋଇପଡିଛି । ବାୟୁ ପ୍ରଦୂଷଣକୁ...
ଭାରତପୃଥକ ପୃଥକ ଏନକାଉଣ୍ଟରରେ ୨ ଆତଙ୍କୀ ନିହତmahabharatanewsNovember 12, 2021 by mahabharatanewsNovember 12, 20210175 ଶ୍ରୀନଗର: ଗୁରୁବାର ଦୁଇଟି ପୃଥକ ସ୍ଥାନରେ ଦୁଇ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ଶ୍ରୀନଗରର କୁଲଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ଗୁରୁବାର ସଂଧ୍ୟାରେ ବେମିନା ଅଞ୍ଚଳର ହାମ୍ଦାନିଆ କଲୋନୀରେ...
ଭାରତତାନ୍ତେୱାଡାରେ ପୁଲିସ ଯବାନଙ୍କୁ ହତ୍ୟାକଲେ ମାଓବାଦୀmahabharatanewsNovember 10, 2021 by mahabharatanewsNovember 10, 20210191 ଦାନ୍ତେୱାଡା: ପଡୋଶୀ ରାଜ୍ୟ ଛତିଶଗଡରେ ମାଓ ଆତଙ୍କ । ଛତିଗଡ ସୀମାନ୍ତ ଦନ୍ତେୱାଡାର ଟେଟମ ଗାଁରେ ମାଓବାଦୀ ଜଣେ ପୁଲିସ ଗୁଇନ୍ଦା ଯବାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଘଟଣା ପରେ ଅଞ୍ଚଳରେ ଆତଙ୍କ...
ଭାରତମୁମ୍ବାଇରେ ଭୁଶୁଡିଲା କୋଠା: ବହୁ ଲୋକ ଫସି ରହିଥିବା ଆଶଙ୍କାmahabharatanewsNovember 9, 2021 by mahabharatanewsNovember 9, 20210193 ମୁମ୍ବାଇ: ମୁମ୍ବାଇରେ ମଙ୍ଗଳବାର ସକାଳୁ ଏକ ବଡଧରଣର ଦୁର୍ଘଟଣା ଘଟିଛି । ମୁମ୍ବାଇର ଏଣ୍ଟୋପ ହିଲ ଅଞ୍ଚଳରେ ସକାଳୁ ସକାଳୁ ଏକ କୋଠା ଭୁଶୁଡି ପଡିଲା । କୋଠ।। ଭୁଶୁଡିବାରୁ କାନ୍ଥ ତଳେ ବହୁ...
ଭାରତହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଶିଶୁଙ୍କ ମୃତ୍ୟୁmahabharatanewsNovember 9, 2021 by mahabharatanewsNovember 9, 20210156 ଭୋପାଲ: ଭୋପାଲସ୍ଥି ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସରକାରୀ ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ଡର୍ଜନରୁ ଅଧିକ ନବଜାତକ ନିଆଁରେ ପୋଡିଯାଇଥିବା ବେଳେ ଅନେକଙ୍କ ସ୍ଥିତି ଗମ୍ଭୀର...
ଭାରତପ୍ରବଳ ବର୍ଷା: ଚାରି ଜଣଙ୍କର ମୃତ୍ୟୁmahabharatanewsNovember 9, 2021 by mahabharatanewsNovember 9, 20210163 ଚେନ୍ନାଇ: ତାମିଲନାଡରେ ପ୍ରବଳ ବର୍ଷା ହେତୁ ସ୍ଥିତି ବେହାଲ। ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ହୋଇଥିବା ବର୍ଷାରେ ଚେନ୍ନାଇ ଜଳମଗ୍ନ ହୋଇଯାଇଥିଲା । ଯାନବାହନ ଚଳାଚଳ ବ୍ୟ।।ହତ ହୋଇଛି । ଯାନବାହନ...
ଭାରତମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତmahabharatanewsNovember 8, 2021 by mahabharatanewsNovember 8, 20210184 ନୂଆଦିଲ୍ଲୀ: ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାର ମଧ୍ୟରୁ ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ...