ଭାରତମନୋରଞ୍ଜନଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀmahabharatanewsMay 6, 2023May 6, 2023 by mahabharatanewsMay 6, 2023May 6, 20230143 (ମଧ୍ୟପ୍ରଦେଶ) : ଫିଲ୍ମ ‘ଦି କେରଳ ଷ୍ଟୋରି’କୁ କରମୁକ୍ତ ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ । ଗତକାଲି ଅର୍ଥାତ ଶୁକ୍ରବାର ଦିନ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ...
ମନୋରଞ୍ଜନସୁସ୍ଥ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମା mahabharatanewsMay 6, 2023 by mahabharatanewsMay 6, 20230120 (ମୁମ୍ବାଇ) : ସୁସ୍ଥ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମା । ମା ମଲା ତିୱାରୀ କର୍କଟ ରୋଗରୁ ମୁକ୍ତ ହୋଇ ଫେରିବା ପରେ ପୁଅ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇମୋସନାଲ ଅନୁଭୂତି ସେୟାର କରିଛନ୍ତି...
ମନୋରଞ୍ଜନଓଡିଶା ଆସିବେ ଅଲ୍ଲୁ ଅର୍ଜୁନmahabharatanewsMay 6, 2023 by mahabharatanewsMay 6, 20230130 (ମାଲକାନଗିରି) : ଖୁବଶୀଘ୍ର ଆରମ୍ଭ ହେବ ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ ର ସୁଟିଂ । ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ଏହାର ସୁଟିଂ ହେବ ବୋଲି ଜଣାପଡିଛି । ଆଜି ପୁଷ୍ପା...
ମନୋରଞ୍ଜନଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜmahabharatanewsMay 6, 2023 by mahabharatanewsMay 6, 20230119 (ଭୁବନେଶ୍ୱର) : ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଢେଙ୍କାନାଳରେ ରିଲିଜ ହୋଇଛି। ଆସନ୍ତା ଜୁନ ୧୪ରେ ରିଲିଜ୍ ହେବ...
ଭାରତମନୋରଞ୍ଜନଆଖି ବୁଜିଲେ ୨୦୨୨ ‘ମିସ୍ ୟୁନିଭର୍ସ’ର ଫାଇନାଲିଷ୍ଟmahabharatanewsMay 6, 2023 by mahabharatanewsMay 6, 20230155 (ଦିଲ୍ଲୀ) : ଆରପାରିରେ ‘ମିସ୍ ୟୁନିଭର୍ସ’ର ଫାଇନାଲିଷ୍ଟ । ଫାଇନାଲ୍କୁ ଯାଇଥିବା ୨୩ ବର୍ଷୀୟ ଅଷ୍ଟ୍ରେଲୀୟ ଫେସନ୍ ମଡେଲ୍ ସିଏନା ୱିୟର୍ । ଗତମାସରେ ସେ ଘୋଡ଼ା ଚଢୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିପାଇଁ ତାଙ୍କୁ କେତେ ସପ୍ତାହ...
ମନୋରଞ୍ଜନଫିଲ୍ମ ‘ ଜୱାନ’ : ବଦଳିଲା ରିଲିଜ ତାରିଖmahabharatanewsMay 5, 2023 by mahabharatanewsMay 5, 20230123 (ମୁମ୍ବାଇ) : କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ର ସଫଳତା ପରେ ଏବେ ସାମ୍ନାକୁ ଆସୁଛି ଫିଲ୍ମ ‘ ଜୱାନ’ । ଯାହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ପରିବର୍ତ୍ତନ କରାଯାଉଥିବାରୁ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ସଂପର୍କରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି । ସୂଚନାନୁଯାୟୀ , ୨ ଜୁନ୍ ୨୦୨୩ରେ ପ୍ରେକ୍ଷାଳୟରେ କିଙ୍ଗ୍ ଖାନଙ୍କ ଏହି ଫିଲ୍ମ ରିଲିଜ୍ କରିବା...
ମନୋରଞ୍ଜନକାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କାmahabharatanewsMay 5, 2023 by mahabharatanewsMay 5, 20230105 (ମୁମ୍ବାଇ) : କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅଭିନେତ୍ରୀ ଅନୁଷ୍କା ଶର୍ମା । ଯେଉଁଠାରେ ସେ ଓସ୍କାର ବିଜେତା ଅଭିନେତ୍ରୀ କେଟ୍ ୱିନ୍ସଲେଟଙ୍କ ସହ ଚଳଚ୍ଚିତ୍ରରେ ଜଗତର କିଛି ମହିଳାମାନଙ୍କୁ ସମ୍ମାନିତ କରିବେ...
ମନୋରଞ୍ଜନରିଲିଜ ହେଲା ‘ଗୋଡେ ଗୋଡେ ଚାଅ’ର ଟ୍ରେଲରmahabharatanewsMay 5, 2023 by mahabharatanewsMay 5, 20230122 (ମୁମ୍ବାଇ) : ରିଲିଜ ହେଲା ପଞ୍ଜାବୀ ଚଳଚ୍ଚିତ୍ର ‘ଗୋଡେ ଗୋଡେ ଚାଅ’ର ଟ୍ରେଲର । ଫିଲ୍ମର ଟ୍ରେଲର୍କୁ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଅଭିନେତ୍ରୀ ସୋନମ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ଫିଲ୍ମଟି ରିଲିଜ ହେଲେ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବବୋଲି ଆଶା ରଖିଛନ୍ତି ଫିଲ୍ମ ପ୍ରତିଷ୍ଠାତା । ଆମେ ଜଣାଇଦେଉଛୁ , ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ ମାଧ୍ୟମରେ ବଲିଉଡକୁ ଆସିଥିଲେ।...
ମନୋରଞ୍ଜନପରଦାକୁ ଆସିଲା ‘ଦ କେରଳ ଷ୍ଟୋରି’mahabharatanewsMay 5, 2023 by mahabharatanewsMay 5, 20230143 (କେରଳ) : ଦ କେରଳ ଷ୍ଟୋରି’ର ବିଜ୍ଞାପନ ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନଥିଲା । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ଆଜି ଏହା...
ମନୋରଞ୍ଜନଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା ବିବେକ ଦହିୟାmahabharatanewsMay 5, 2023 by mahabharatanewsMay 5, 20230123 (ମୁମ୍ବାଇ) : ସିରିଏଲଏ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡିଥିବା ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ବିବେକ ଦହିୟା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ବେଶ ଚର୍ଚିତ। ବିବାହକୁ ପ୍ରାୟ ୬ବର୍ଷ ବିତିବା ପରେ ଚର୍ଚ୍ଚାକୁ...