ମନୋରଞ୍ଜନପୁଷ୍ପା-୨ ସୁଟିଂ ସେଟରେ ପହଞ୍ଚିଲା ଲାଲ ଚନ୍ଦନ କାଠmahabharatanewsMay 9, 2023 by mahabharatanewsMay 9, 20230103 (ମାଲକାନଗିରି) : ଯୁବପିଢିଙ୍କ କ୍ରେଜ‘ପୁଷ୍ପା ଦ ରୁଲ୍’ ମାଲକାନଗିରି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି। ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଷ୍ପା-୨ ପାଇଁ କୃତିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି। ସୂଚନାନୁଯାୟୀ ,...
ମନୋରଞ୍ଜନ“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍ ପାଖରେ ନାହିଁ “: ଶାହରୁଖmahabharatanewsMay 8, 2023 by mahabharatanewsMay 8, 20230133 (ମୁମ୍ବାଇ): ନିକଟରେ ଶାହରୁଖ ଖାନ ଡେଭିଡ୍ ଲେଟରମ୍ୟାନ୍ ଶୋ’ରେ ଆସିଥିଲେ, ପୁଅ ଆର୍ଯ୍ୟନଙ୍କ କ୍ୟାରିୟର ଅଭିଳାଷ ବିଷୟରେ କିଛି ଶେୟାର କରିଥିଲେ । ଯାହା ଏବେ ଚର୍ଚାର ବିଷୟ ପାଲଟିଛି । ଶାହରୁଖ କହିବାନୁଯାୟୀ, ଯେ ତାଙ୍କ...
ମନୋରଞ୍ଜନ‘ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେବି’ : ଉର୍ଫି ଜାଭେଦmahabharatanewsMay 8, 2023 by mahabharatanewsMay 8, 20230117 (ମୁମ୍ବାଇ) : ସର୍ବଦା ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ...
ଭାରତମନୋରଞ୍ଜନ‘ଫିଲ୍ମ ‘ଦି କେରଳ ଷ୍ଟୋରି’ଏକ ଚମକପ୍ରଦ’: ଜେ. ପି. ନଡ୍ଡାmahabharatanewsMay 8, 2023 by mahabharatanewsMay 8, 20230135 (ମୁମ୍ବାଇ) : ଫିଲ୍ମ ‘ଦି କେରଳ ଷ୍ଟୋରି’ ବିବାଦ ଥମିବାର ନା ନେଉନି । ରବିବାର ରାତିରେ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବେଙ୍ଗାଲୁରୁର ‘ଗରୁଡ଼ ମଲ୍’ରେ ‘ଦି କେରଳ ଷ୍ଟୋରି’ର...
ମନୋରଞ୍ଜନ ପୋଷାକକୁ ନେଇ ଟ୍ରୋଲ ହେଲେ ମଲାଇକା ଆରୋରାmahabharatanewsMay 8, 2023May 8, 2023 by mahabharatanewsMay 8, 2023May 8, 20230134 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଫେସନ ସେନ୍ସକୁ ନେଇ ଚର୍ଚାରେ । ତେବେ ସେ ଏବେ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି । ସେ ପିନ୍ଧିଥିବା ଏକ ପୋଷାକରେ ନିଜ ପେଟରେ ଥିବା ଷ୍ଟ୍ରେଚ୍ ମାର୍କ ପାଇଁ ଟ୍ରୋଲ ହୋଇଛନ୍ତି। ଏକ ଇଭେଣ୍ଟରେ ମଲାଇକା ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ତାଙ୍କ ପେଟ ନଜର ଆସିବା ସହ ଏଥିରେ ଥିବା ଷ୍ଟ୍ରେଚ୍ ମାର୍କ ଦେଖାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ଏବେ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।...
ମନୋରଞ୍ଜନଦ୍ରିଶାଙ୍କ ହାତ ଧରିବେ ଅଭିନେତା କରଣ mahabharatanewsMay 8, 2023 by mahabharatanewsMay 8, 20230128 ମୁମ୍ବାଇ) : ହାତକୁ ଦି ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ତେବେ ଆସନ୍ତା ମାସ ଅର୍ଥାତ କରନ ଜୁନ୍ ୧୮ରେ ବିବାହ କରିବେ ବୋଲି ତାରିଖ...
ମନୋରଞ୍ଜନ୯ରେ ରିଲିଜ୍ ହେବ ‘ଆଦିପୁରୁଷ’ର ଟ୍ରେଲର୍mahabharatanewsMay 7, 2023 by mahabharatanewsMay 7, 20230133 (ମୁମ୍ବାଇ) : ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ’କୁ ନେଇ ଆସିଛି ଏକ ବଡ ଖବର । ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନ ନିଜର ଦମଦାର ଅଭିନୟ କରିଛନ୍ତି । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଇଛୁକ ଅଛନ୍ତି। ଏହାରି ଭିତରେ ‘ଆଦିପୁରୁଷ’ର ଟ୍ରେଲର୍ ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଫିଲ୍ମଟିର ଟ୍ରେଲର୍ ଆଗାମୀ ୯ ତାରିଖରେ ରିଲିଜ୍ ହେବ। ସୂଚନାନୁଯାୟୀ , ଫିଲ୍ମଟିର ପ୍ରଥମ ପୋଷ୍ଟ୍ର ଗତ ରାମ ନବମୀରେ ରିଲିଜ୍ ହୋଇସାରିଛି। ତେବେ ଦ୍ବିତୀୟ ପୋଷ୍ଟର୍...
ମନୋରଞ୍ଜନପ୍ରେକ୍ଷାଳୟରେ ମନ ମୋହୁଛି ‘ଦ କେରଳ ଷ୍ଟୋରି’mahabharatanewsMay 7, 2023 by mahabharatanewsMay 7, 20230167 (କେରଳ) : ନିକଟରେ ଫିଲ୍ମ ‘ଦ କେରଳ ଷ୍ଟୋରି’ର ରିଲିଜ ହୋଇଯାଇଛି । ତେବେ ଫିଲ୍ମଟି ଆସିବା ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଦର୍ଶକଙ୍କ ମନ ମୋହୁଛି ‘ଦ କେରଳ ଷ୍ଟୋରି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହା ରିଲିଜ ହୋଇଥିବା ବେଳେ ପଜିଟିଭ ପ୍ରତିକ୍ରିୟା...
ମନୋରଞ୍ଜନମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା mahabharatanewsMay 7, 2023 by mahabharatanewsMay 7, 20230159 (ମୁମ୍ବାଇ) : ମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା । ମା ହେବା ପୂର୍ବର ତାଙ୍କ କିଛି ଫୋଟୋ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ସେ ବହୁତ ଖୁସିରେ ଅପେକ୍ଷା କରିଛନ୍ତି...
ମନୋରଞ୍ଜନହନି ସିଂଙ୍କୁ ଡେଟ୍ କରୁଛନ୍ତି ନୁଶରତmahabharatanewsMay 6, 2023May 6, 2023 by mahabharatanewsMay 6, 2023May 6, 20230146 ବ୍ୟୁରୋ : ପଞ୍ଜାବୀ ଗାୟକ ତଥା ରାପର ୟୋ ୟୋ ହନି ସିଂ । ତାଙ୍କ ଆଲବମ୍ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଚର୍ଚ୍ଚା ଲାଗିରହିଛି । ଏଥିସହିତ ଗତ ମାସରେ ତାଙ୍କ...