ମନୋରଞ୍ଜନ‘କେଜିଏଫ୍ ୨’ କୁ ମାତ ଦେବ ‘ପୁଷ୍ପା: ଦ ରୁଲ୍’mahabharatanewsMay 4, 2023 by mahabharatanewsMay 4, 20230116 (ମୁମ୍ବାଇ) : ‘ପୁଷ୍ପା: ଦ ରାଇଜ୍’ପ୍ରଥମ ଭାଗ ସୁପର ହିଟ ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ତେବେ ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା...
ମନୋରଞ୍ଜନନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ଆର୍ଯ୍ୟନ୍ ଖାନmahabharatanewsMay 4, 2023 by mahabharatanewsMay 4, 20230122 (ମୁମ୍ବାଇ) : ଅମ୍ବାନୀ କଲଚୁରାଲ କାର୍ଯ୍ୟକ୍ରମ ପରେ ନିଜର ଭଲ ଆଚାର ହେତୁ ନିଆରା ଅନ୍ଦାଜରେ ଦର୍ଶକଙ୍କ ମନ ମୋହୁଛନ୍ତି କିଙ୍ଗ ଖାନ ଙ୍କ ପୁଅ ଆର୍ଯ୍ୟନ୍ ଖାନ । ନିକଟରେ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାପନରେ...
ମନୋରଞ୍ଜନଆସନ୍ତାକାଲି ପରଦାକୁ ଆସିବ ‘ଦ କେରଳ ଷ୍ଟୋରି’mahabharatanewsMay 4, 2023May 4, 2023 by mahabharatanewsMay 4, 2023May 4, 20230138 (କେରଳ) : ଦ କେରଳ ଷ୍ଟୋରି’ର ବିଜ୍ଞାପନ ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ...
ମନୋରଞ୍ଜନନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତିmahabharatanewsMay 4, 2023May 4, 2023 by mahabharatanewsMay 4, 2023May 4, 20230131 (ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପ୍ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ...
ମନୋରଞ୍ଜନଜୁନରେ ହାତକୁ ଦି ହାତ ହେବେ କରଣ ଦେଓଲmahabharatanewsMay 4, 2023 by mahabharatanewsMay 4, 20230196 (ମୁମ୍ବାଇ) : ହାତକୁ ଦି ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନିଙ୍କ ପୁଅ । ତେବେ ସେ ଆସନ୍ତା ମାସରେ ବିବାହ କରିବେ କରଣ ଦେଓଲ। ତେବେ ସେ କାହା ହାତ ଧରିବେ...
ମନୋରଞ୍ଜନଆରପାରିରେ ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବଳା, ୬୯ ବର୍ଷ ବୟସରେ ଦେହାନ୍ତmahabharatanewsMay 3, 2023 by mahabharatanewsMay 3, 20230130 ନୂଆଦିଲ୍ଲୀ: ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବଳା ଆଜି ଚେନ୍ନାଇରେ ୬୯ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଯକୃତ ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା...
ମନୋରଞ୍ଜନଆରପାରିରେ ତାମିଲ ଅଭିନେତା ମନୋବାଲାmahabharatanewsMay 3, 2023 by mahabharatanewsMay 3, 20230133 (ଚେନ୍ନାଇ) : ଆରପାରିରେ ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲା। ମୃତ୍ୟୁବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି...
ମନୋରଞ୍ଜନ ବକ୍ସ ଅଫିସରେ ଧମାଲ ମଚାଇ ପାରିଲେନି ସଲମାନmahabharatanewsMay 3, 2023May 3, 2023 by mahabharatanewsMay 3, 2023May 3, 20230120 (ମୁମ୍ବାଇ) : ନିକଟରେ ‘କିସି କି ଭାଇ କିସି କି ଜାନ‘ ରିଲିଜ ହୋଇଯାଇଛି । ଯାହାକୁ ନେଇ ସବୁଆଡୁ ଢେର ସାରା ଭଲପାଇବା ତାହା ଏବେ ଚର୍ଚାର ବିଷୟ ପାଲଟିଛି । ଭାଇଜାନ...
ମନୋରଞ୍ଜନଅକ୍ଟୋବରରେ ବିବାହ କରିବେ ପରିଣୀତିmahabharatanewsMay 3, 2023May 3, 2023 by mahabharatanewsMay 3, 2023May 3, 20230145 (ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପ୍ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ...
ମନୋରଞ୍ଜନ ୨୦୦ କୋଟି କଲେକ୍ସନ କଲା ‘ପୋନିୟିନ୍ ସେଲଭାନ୍ ୨’mahabharatanewsMay 3, 2023May 3, 2023 by mahabharatanewsMay 3, 2023May 3, 20230124 (ମୁମ୍ବାଇ) : ଫିଲ୍ମ ‘ପୋନିୟିନ୍ ସେଲଭାନ୍ ୨’କୁ ଦର୍ଶକଙ୍କୁ ବେଶ ମନ ମୋହୁଛି । ଯାହାର ନିର୍ଦ୍ଦେଶକ ହେଉଛନ୍ତି ମଣି ରତ୍ନାମଙ୍କ । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିବାରେ ଲାଗିଛି...