ଭାରତମନୋରଞ୍ଜନହଟ ଲୁକରେ ଭାଇରଲ ହେଲେ ପଲକ ତିୱାରୀmahabharatanewsApril 11, 2022 by mahabharatanewsApril 11, 20220309 (ମୁମ୍ବାଇ) : ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ସବୁବେଳେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଦର୍ଶକ ତାଙ୍କ ଫଟୋ ଏବଂ ଭିଡିଓକୁ ବେଶ ପସନ୍ଦ କରିଥାନ୍ତି । ପଲକ ତିୱାରୀ ନିଜ...
ଭାରତମନୋରଞ୍ଜନରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜରmahabharatanewsMarch 31, 2022March 31, 2022 by mahabharatanewsMarch 31, 2022March 31, 20220150 (ମୁମ୍ବାଇ) : ନିର୍ଦ୍ଦେଶକ ରାମ୍ ଗୋପାଲ ବର୍ମାଙ୍କ ବହୁ ଅପେକ୍ଷିତ ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ରିଲିଜ୍ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ...
ମନୋରଞ୍ଜନ‘ଦି କପିଲ ଶର୍ମା ଶୋ’କୁ ନେଇ ଜନ୍ ଇବ୍ରାହମଙ୍କ ବଡ଼ ଖୁଲାସାmahabharatanewsMarch 31, 2022 by mahabharatanewsMarch 31, 20220284 ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ହଙ୍କ ଷ୍ଟାର ଜନ୍ ଇବ୍ରାହମ୍ ଆଜିକାଲି ତାଙ୍କର ନୂଆ ଫିଲ୍ମ ‘ଆଟାକ୍’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।ସେ ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମର ପ୍ରମୋସନରେ ଜୋରଦାର...
ମନୋରଞ୍ଜନପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକିmahabharatanewsMarch 26, 2022March 26, 2022 by mahabharatanewsMarch 26, 2022March 26, 20220205 (ମୁମ୍ବାଇ) : ନିଜକୁ ବଲିଉଡ ଜଗତରୁ ଦୁରେଇ ରହିଥିବା ବଲିଉଡ ଅଭିନେତା ଫରଦୀନ ଖାନ ପୁଣି ଚର୍ଚ୍ଚାରେ । ତେବେ ସେ ଖୁବ ଶୀଘ୍ର ଫିଲ୍ମକୁ ଫେରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କ ମୃତ୍ୟୁର...
ଭାରତମନୋରଞ୍ଜନବକ୍ସ ଅଫିସରେ ରେକର୍ଡ କରୁଛି କାଶ୍ମୀର ଫାଇଲ୍ସ,mahabharatanewsMarch 21, 2022March 21, 2022 by mahabharatanewsMarch 21, 2022March 21, 20220166 ମୁମ୍ବାଇ: ଫିଲ୍ମ ଦ କାଶ୍ମୀର ଫାଇଲ୍ସ କୁ ନେଇ ବର୍ତ୍ତମାନ ଦେଶ ବିଦେଶରେ ଚର୍ଚ୍ଚା । ଅନେକ ଏହି ଫିଲ୍ମକୁ ବିରୋଧ କରୁଥିବା ବେଳେ କିଛି ଏହା ସପକ୍ଷରେ ମତ ଦେଇଛନ୍ତି । ଦିନକୁ...
ଭାରତମନୋରଞ୍ଜନବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟାmahabharatanewsMarch 21, 2022March 21, 2022 by mahabharatanewsMarch 21, 2022March 21, 20220282 ମୁମ୍ବାଇ : ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା। ସାଉଥ ପରେ ଏବେ ସେ ବଲିଉଡରେ ଡେବ୍ୟୁ କରିବେ। ଏନେଇ ସେ ଜୋରସୋର୍ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ନିଜ...
ମନୋରଞ୍ଜନକରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍mahabharatanewsMarch 17, 2022 by mahabharatanewsMarch 17, 20220153 ପୋଲାଣ୍ଡ୍: ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା ‘ମିସ୍ ୱାଲ୍ର୍ଡ ୨୦୨୧’ ପୋଲାଣ୍ଡ୍ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ...
ଭାରତମନୋରଞ୍ଜନକିଙ୍ଗ ଖାନ ଲଞ୍ଚ କରିବେ ନିଜର ଓଟିଟି ଆପmahabharatanewsMarch 16, 2022 by mahabharatanewsMarch 16, 20220265 (ମୁମ୍ବାଇ) : ଶାହାରୁଖ ଖାନ ଦୀର୍ଘ ସମୟ ଧରି ଫିଲ୍ମ ଓ ସୋସିଆଲ ମିଡ଼ିଆଠୁ ନିଜକୁ ଦୁରେଇ ରଖିଥିଲେ । ତାଙ୍କୁ ପରଦାରେ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ସମୟରେ ଶାହାରୁଖ ଏକ...
ମନୋରଞ୍ଜନକାଜଲଙ୍କ ଘରକୁ ଆସିବେ ନୂଆ ଅତିଥିmahabharatanewsMarch 15, 2022 by mahabharatanewsMarch 15, 20220157 ହାଇଦ୍ରାବାଦ: ସାଉଥ୍ ଫିଲ୍ମ୍ ହେଉ କି ହିନ୍ଦୀ କାଜଲ ଅଗ୍ରୱାଲଙ୍କ ଅଭିନୟରେ ଦର୍ଶକ ବହୁତ ପସନ୍ଦ କରନ୍ତି | ସମସ୍ତଙ୍କ ମନରେ ସେ ରାଜ ମଧ୍ୟ କରନ୍ତି | ସବୁଥିରେ ତାଙ୍କର ଜଲୱା ଦେଖେଇଛନ୍ତି...
ମନୋରଞ୍ଜନଛୋଟ ପରଦାରେ କଙ୍ଗନା ରାଣାୱତmahabharatanewsMarch 14, 2022 by mahabharatanewsMarch 14, 20220283 ମୁମ୍ବାଇ : ଆପଣ ମାନେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସବୁବେଳେ ଅନେକ ଚର୍ଚ୍ଚିତ ଚଳଚ୍ଚିତ ସହ ବଡପରଦା ରେ ଦେଖିଥିବେ । କିନ୍ତୁ ଏଥର କଙ୍ଗନା ନଜର ଆସିବେ ଛୋଟ ପରଦାରେ । ଛୋଟ...