ଓଡିଶାଶିକ୍ଷାଏପ୍ରିଲ ୨ ନୁହେଁ ଏପ୍ରିଲ ୪ ରେ ହେବ ଖଡି ଛୁଆଁmahabharatanewsMarch 31, 2026 by mahabharatanewsMarch 31, 2026033 ଏପ୍ରିଲ ୨ ନୁହେଁ ଏପ୍ରିଲ ୪ ରେ ହେବ ଖଡି ଛୁଆଁ । ବ୍ଲକରୁ ରାଜ୍ୟ ସ୍ତର ଯାଏଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଖଡି ଛୁଆଁ, ସହ ପ୍ରବେଶ ଉତ୍ସବ ଏବଂ ଶିକ୍ଷା...
ଓଡିଶାଶିକ୍ଷା୩୦ ଜିଲ୍ଲାର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ ଖାତାmahabharatanewsMarch 19, 2026 by mahabharatanewsMarch 19, 2026037 ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷାର ଖାତା ଦେଖା । ୩୦ ଜିଲ୍ଲାର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖିବେ ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟର ପ୍ରାୟ ୧୫ ହଜାର ଶିକ୍ଷକ...
ଦେଶ ବିଦେଶଶିକ୍ଷାସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଅଧ୍ୟାୟ ପାଇଁ NCERT କ୍ଷମା ମାଗିଲାmahabharatanewsMarch 10, 2026 by mahabharatanewsMarch 10, 2026032 ଦୁର୍ନୀତି ଏବଂ ପଦ୍ଧତିଗତ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରୁଥିବା ଏକ ଅଧ୍ୟାୟକୁ ନେଇ ବିବାଦ ପରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ସୋମବାର (ମାର୍ଚ୍ଚ 10) ଏକ ସାର୍ବଜନୀନ କ୍ଷମା...
ଓଡିଶାଶିକ୍ଷାଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗmahabharatanewsMarch 2, 2026 by mahabharatanewsMarch 2, 2026038 ଧିରେ ଧିରେ ବଢୁଛି ତାତି । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ ।...
ଓଡିଶାଶିକ୍ଷାମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ଭୋଗିବ ଜେଲ ଦଣ୍ଡmahabharatanewsFebruary 11, 2026 by mahabharatanewsFebruary 11, 2026040 ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓ ଶିକ୍ଷା ପରିଷଦ...
ଓଡିଶାଶିକ୍ଷା୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବmahabharatanewsFebruary 10, 2026February 10, 2026 by mahabharatanewsFebruary 10, 2026February 10, 2026044 ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ୫ ଦୂରବର୍ତ୍ତୀ...
ଓଡିଶାରାଜନୀତିଶିକ୍ଷାଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିmahabharatanewsJanuary 6, 2026 by mahabharatanewsJanuary 6, 2026066 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୦୭ ତାରିଖ ଅର୍ଥାତ ଆସନ୍ତା କାଲି ବାଣପୁର ଗସ୍ତରେ ଥିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା...
ଓଡିଶାପ୍ରଯୁକ୍ତିବିଦ୍ୟାଵାଣିଜ୍ୟଶିକ୍ଷାAI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025mahabharatanewsDecember 19, 2025 by mahabharatanewsDecember 19, 2025060 ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନ୍ଭେନସନ୍ ହଲରେ ଅନୁଷ୍ଠିତ ହୋଇ ଯାଇଛି AI Impact summit ୨୦୨୫ ଯାହା ଦୁଇଦିନ ଧରି ହେବାକୁ ଥିବାବେଳେ ଏଠାରେ ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ , ଆଉ...
ଦେଶ ବିଦେଶଭାରତଶିକ୍ଷାବିହାରରେ ଘନ କୁହୁଡିର ପ୍ରଭାବ, ବଦଳିଲା ସ୍କୁଲ ଖୋଲିବା ସମୟmahabharatanewsDecember 19, 2025 by mahabharatanewsDecember 19, 2025041 ଶୀତଳ ଲହରୀ ପରିସ୍ଥିତି ଏବଂ ତାପମାତ୍ରାରେ ନିରନ୍ତର ହ୍ରାସକୁ ଦୃଷ୍ଟିରେ ରଖି, ପାଟନା ପ୍ରଶାସନ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆନୁଷ୍ଠାନିକ ଭାବରେ ସ୍କୁଲ ସମୟ ସଂଶୋଧନ କରିଛି। ବିହାରରେ ପାଗ ସମ୍ବନ୍ଧୀୟ...
ଦେଶ ବିଦେଶଶିକ୍ଷାପାକିସ୍ତାନ ସ୍କୁଲରେ ପଢାଯିବ ସଂସ୍କୃତ ଓ ଗୀତାଜ୍ଞାନmahabharatanewsDecember 13, 2025 by mahabharatanewsDecember 13, 2025052 ଏହି ସପ୍ତାହରେ ପାକିସ୍ତାନର ଶିକ୍ଷା କ୍ଷେତ୍ରରେ ଏପରି ଏକ ପରିବର୍ତ୍ତନ ହୋଇଛି, ଯାହା ବିଭାଜନ ପରଠାରୁ କେବେ ହୋଇନଥିଲା । ଏବେ ପାକିସ୍ତାନରେ ପଢାହେବ ସଂସ୍କୃତ ଓ ଗୀତାଜ୍ଞାନ । ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା...