ଓଡିଶାଶିକ୍ଷାରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁmahabharatanewsOctober 26, 2025 by mahabharatanewsOctober 26, 2025083 ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ରୋଷନ ଗତବର୍ଷ ଠାରୁ କୋଟାରେ...
ଓଡିଶାଶିକ୍ଷାସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍ ସେବାmahabharatanewsAugust 22, 2025 by mahabharatanewsAugust 22, 20250143 ଭୁବନେଶ୍ୱର:- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ...
ଓଡିଶାଶିକ୍ଷାଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳmahabharatanewsAugust 15, 2025 by mahabharatanewsAugust 15, 2025072 କଟକ:- ଅଗଷ୍ଟ ୧୬ ତରିଖ ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ(ଏସ୍ଓଏସ୍ସି) ପରୀକ୍ଷା ଫଳ। ମଧାହ୍ନ ୧୨ଟାରେ ଉକ୍ତ ପରୀକ୍ଷା...
ଓଡିଶାଶିକ୍ଷାଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ୟୁନିଫର୍ମmahabharatanewsAugust 14, 2025August 14, 2025 by mahabharatanewsAugust 14, 2025August 14, 2025085 ସମ୍ବଲପୁର:- ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ନୂଆ ୟୁନିଫର୍ମ । ୨୦୨୫-୨୦୨୬...
ଓଡିଶାଶିକ୍ଷାରାଜ୍ୟରେ ୧୩ ହଜାର ୩୭୩ ପୋଲିସ ପଦବୀ ଖାଲି ପଡିଛିmahabharatanewsDecember 2, 2024 by mahabharatanewsDecember 2, 2024082 ଭୁବନେଶ୍ୱର; ରାଜ୍ୟରେ ଖାଲି ଡାକ୍ତର ନୁହଁନ୍ତି ପୋଲିସର ଅଭାବ ରହିଛି । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ,ରାଜ୍ୟରେ ୧୩ ହଜାର ୩୭୩...
ଓଡିଶାଶିକ୍ଷା+୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ : ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 2024087 ଭୁବନେଶ୍ୱର : +୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ...
ଓଡିଶାଶିକ୍ଷାପ୍ରକାଶ ପାଇଲା OTET ୨୦୨୪ ରେଜଲ୍ଟmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 20240114 ଭୁବନେଶ୍ୱର : ପ୍ରକାଶ ପାଇଛି ଓଟିଇଟି ଫଳାଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ...
ଭାରତଶିକ୍ଷାପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପରmahabharatanewsJuly 27, 2024July 27, 2024 by mahabharatanewsJuly 27, 2024July 27, 20240108 ନୂଆଦିଲ୍ଲୀ: ନିଟ୍-ୟୁଜି-୨୦୨୪ର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ନିଟ୍-ୟୁଜି ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି। ନୂଆ ତାଲିକାରେ ଏବେ ୧୭ ଜଣ ଟପର୍ ଥିବା ବେଳେ...
ଓଡିଶାଶିକ୍ଷାଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାmahabharatanewsJuly 22, 2024 by mahabharatanewsJuly 22, 20240106 ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପ୍ରତ୍ୟେକ ବିଷୟର ପରୀକ୍ଷା ଦିନ ୯ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ...
ଓଡିଶାଶିକ୍ଷାଆଜି ଠାରୁ +୨ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀmahabharatanewsJune 7, 2024June 7, 2024 by mahabharatanewsJune 7, 2024June 7, 20240127 ଭୁବନେଶ୍ୱର:ଆଜି ଠାରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ । ତେବେ ଛାତ୍ରଛାତ୍ରୀ ମାନେ ଆଜି ଠାରୁ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ,...