ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହେବା ପରେ ପଦ ହରାଇଲେ କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି
ବ୍ୟୁରୋ : ଦୁଇରୁ ଅଧିକ ପିଲା ଥିବା କାରଣରୁ ବାପୁଜୀ ନଗରରେ ଥିବା କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ଖୋର୍ଦ୍ଧାର ଡେପୁଟି ରେଜିଷ୍ଟ୍ରାର ଅଫ୍...
