Accidentଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ୧ ମୃତ, ୯ ଆହତmahabharatanewsJuly 26, 2024July 26, 2024 by mahabharatanewsJuly 26, 2024July 26, 2024073 ରାଜଧାନୀ ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା । ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳା ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର...
Accidentଓଡିଶାମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନmahabharatanewsJuly 25, 2024 by mahabharatanewsJuly 25, 2024091 ଉଲୁଣ୍ଡା: ମୃତ୍ୟୁ ହୋଇ ମାଡିଆସିଲା ପିକଅପ୍ ଭ୍ୟାନ । ଚା’ ପିଉଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କା ୪ ଜଣଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଚାଲିଯାଇଛି, ଆଉ ଜଣେ ଗୁରୁତର...
Accidentଓଡିଶାଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତରmahabharatanewsMay 15, 2023 by mahabharatanewsMay 15, 20230175 ମୟୂରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ...
Accidentଓଡିଶାଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣmahabharatanewsMay 13, 2023 by mahabharatanewsMay 13, 20230157 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ଼ସ୍ତିତ ମା ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରା ଅବସରରେ ଆତସବାଜି ପ୍ରଦର୍ଶନ ସମୟରେ ଭୟଙ୍କର ବିସ୍ପୋରଣ ଘଟିଛି । ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କୁ...
Accidentଓଡିଶାଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତmahabharatanewsMay 11, 2023 by mahabharatanewsMay 11, 20230157 କନ୍ଧମାଳ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି...
Accidentଓଡିଶାକୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱାmahabharatanewsMay 5, 2023 by mahabharatanewsMay 5, 20230172 ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ହାଇୱା ପଛରୁ ଧକା ଦେଲା କୁକୁଡା ଆଣିବାକୁ ଯାଉଥିବା ଟ୍ରକ ୨ ମୃତ ୨ ଗୁରୁତର । ଆଜି ଭୋର ସମୟରେ...
Accidentଓଡିଶାମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍mahabharatanewsApril 18, 2023 by mahabharatanewsApril 18, 20230213 ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା...
Accidentଭାଲୁ ଆକ୍ରମଣ ରେ ବୃଦ୍ଧ ଆହତmahabharatanewsApril 17, 2023 by mahabharatanewsApril 17, 20230158 ନୂଆପଡା :ନୂଆପଡାଜିଲ୍ଲା ବୋଡେ଼ନ ବ୍ଲକ କୁଳିଙ୍ଗାମାଲ ରେ ଭାଲୁ ଆକ୍ରମଣ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ କ୍ଷ କ୍ଷବୃଦ୍ଧ ଜଣଙ୍କ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ...
Accidentଓଡିଶାଟ୍ରଲରକୁ ପିଟିଲା କାର, ଚାରି ଗୁରୁତରmahabharatanewsFebruary 19, 2023 by mahabharatanewsFebruary 19, 20230169 ଧର୍ମଶାଳା/ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା I ସୂଚନା ଅନୁଯାଇ ଚଣ୍ଡିଖୋଲ ପଟୁ ଯାଉଥିବା ଏକ...
Accidentଓଡିଶାଦୁର୍ଘଟଣାବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତmahabharatanewsFebruary 15, 2023 by mahabharatanewsFebruary 15, 20230178 ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ସୂଚନା ଅନୂଯାୟୀ କୋମନା ଥାନା ଘୋଟସର ନିକଟରୁ ଏକ ଟକ୍ର...