Accidentଓଡିଶାଟ୍ରଲରକୁ ପିଟିଲା କାର, ଚାରି ଗୁରୁତରmahabharatanewsFebruary 19, 2023 by mahabharatanewsFebruary 19, 20230142 ଧର୍ମଶାଳା/ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା I ସୂଚନା ଅନୁଯାଇ ଚଣ୍ଡିଖୋଲ ପଟୁ ଯାଉଥିବା ଏକ...
Accidentଓଡିଶାଦୁର୍ଘଟଣାବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତmahabharatanewsFebruary 15, 2023 by mahabharatanewsFebruary 15, 20230153 ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ସୂଚନା ଅନୂଯାୟୀ କୋମନା ଥାନା ଘୋଟସର ନିକଟରୁ ଏକ ଟକ୍ର...
Accidentଓଡିଶାଦୁର୍ଘଟଣାରେ ଏଲଆସିର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁmahabharatanewsDecember 5, 2022 by mahabharatanewsDecember 5, 20220101 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍.ଆଇ.ସି)ର ଜଣେ ବରିଷ୍ଠ...
Accidentଓଡିଶାବାଇକ ଦୁର୍ଘଟଣାରେ ହଲ୍ଲିକ୍ସ କର୍ମଚାରୀଙ୍କ ମୃତ୍ୟୁmahabharatanewsDecember 2, 2022December 2, 2022 by mahabharatanewsDecember 2, 2022December 2, 20220172 ଘଷିପୁରା : ବାଇକ ଦୁର୍ଘଟଣାରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ କମ୍ପାନି କର୍ମଚାରିଙ୍କ ମୃତ୍ୟୁ। ଗତ ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଶୈଳଙ୍ଗ ରାସ୍ତାର ଚଅଁମୁହିଁ ରାସ୍ତା କଡରେ ଠିଆହୋଇ ରହିଥିବା ଏକ ଟ୍ରକ ପଛରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ...
Accidentଓଡିଶାଦୁର୍ଘଟଣାପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତmahabharatanewsOctober 8, 2022 by mahabharatanewsOctober 8, 20220161 ବାରିପଦା : ପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି...
Accidentଓଡିଶାଦୁର୍ଘଟଣାପୋଖରୀରେ ବୁଡି ଯୁବକର ମୃତmahabharatanewsSeptember 29, 2022 by mahabharatanewsSeptember 29, 20220157 ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା...
Accidentଓଡିଶାଦୁର୍ଘଟଣାପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତmahabharatanewsSeptember 22, 2022 by mahabharatanewsSeptember 22, 20220153 କଟକ : ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍। ଏଭଳି ଘଟିଛି କଟକ ସିଡିଏ-୮ ଅଭିମୁଖେ ଯାଉଥିବା ସମୟରେ । ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ...
Accidentଓଡିଶାଦୁର୍ଘଟଣାମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସmahabharatanewsSeptember 20, 2022 by mahabharatanewsSeptember 20, 20220184 ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ବସ, ୧୯ ଜଣ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ। ବସ୍ର ସମସ୍ତ...
Accidentଓଡିଶାଦୁର୍ଘଟଣାବାଇକକୁ ଧକ୍କା ଦେଲା ବସ ; ଜଣେ ମୃତ, ଜଣେ ଗୁରୁତରmahabharatanewsSeptember 14, 2022 by mahabharatanewsSeptember 14, 20220156 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ...
Accidentଓଡିଶାଦୁର୍ଘଟଣାକ୍ୟାରମ ଖେଳୁଥିବା ବେଳେ ହଠାତ୍ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍mahabharatanewsSeptember 13, 2022 by mahabharatanewsSeptember 13, 20220158 ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍ ଉଠି ପଳାଇଲେ ଫାୟାରମ୍ୟାନ୍ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ।...