bharatଆଜି ୱାୟନାଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିmahabharatanewsAugust 10, 2024 by mahabharatanewsAugust 10, 20240117 ନୂଆଦିଲ୍ଲୀ : ଆଜି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର...
bharat‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’,ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିmahabharatanewsAugust 10, 2024August 10, 2024 by mahabharatanewsAugust 10, 2024August 10, 20240103 ଚଣ୍ଡିଗଡ଼ : ସ୍କୁଲରେ ‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’ । ଏନେଇ ସରକାର ଏକ ଚିଠି ଜାରି କରି ସମସ୍ତ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ...
bharatକେରଳ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିmahabharatanewsAugust 9, 2024 by mahabharatanewsAugust 9, 20240146 ନୂଆଦିଲ୍ଲୀ : କେରଳ ଯିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ...
bharatଆପ୍ ନେତା ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍mahabharatanewsAugust 9, 2024 by mahabharatanewsAugust 9, 20240116 ନୂଆଦିଲ୍ଲୀ: ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇଛନ୍ତି। ମନୀଷ ସିସୋଦିଆ...
bharatଅପରାଧଶାଢ଼ି କିଲର ଆତଙ୍କ, ଗୋଟିଏ ଢଙ୍ଗରେ ୯ ମର୍ଡରmahabharatanewsAugust 9, 2024 by mahabharatanewsAugust 9, 20240136 ବରେଲୀ : ହତ୍ୟାକାରୀର ଟାର୍ଗେଟରେ ଶାଢ଼ି ପିନ୍ଧିଥିବା ନିର୍ଦ୍ଦିଷ୍ଟ ବୟସର ମହିଳା । ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍ କିଲର୍ । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଗୋଟିଏ...
bharatରୌପ୍ୟ ଜିତିବା ପରେ ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ ମୋଦିmahabharatanewsAugust 9, 2024 by mahabharatanewsAugust 9, 20240208 ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦି ଲେଖିଛନ୍ତି ସେ ଆହୁରି ମଧ୍ୟ...
bharatହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତmahabharatanewsAugust 8, 2024 by mahabharatanewsAugust 8, 2024077 ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟରେ ଜୁଲାଇ ୭ ର ରାତିରେ ସମେଜ ଏବଂ ବାଗି ବ୍ରିଜ ନିକଟରେ ବାଦଲ ଫଟା ବର୍ଷା କାରଣରୁ ୪୫ ଜଣ...
bharatଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତିmahabharatanewsAugust 8, 2024 by mahabharatanewsAugust 8, 2024086 ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ରାଜ୍ୟପାଳ-ଜେନେରାଲ ଡେମ ସିନ୍ଦି କିରୋ, ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ ଏବଂ...
bharat୫ଶହ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର !mahabharatanewsAugust 8, 2024August 8, 2024 by mahabharatanewsAugust 8, 2024August 8, 2024081 ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ବଢ଼ୁଥିବା ଦରଦାମକୁ ନେଇ ସନ୍ତୁଳି ହେଉଥିବା ଜନତା ଏହାର ଲାଭ ଉଠାଇ ପାରିବେ । ହରିୟାଣା...
bharatରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ . . .mahabharatanewsAugust 8, 2024 by mahabharatanewsAugust 8, 2024082 ନୂଆଦିଲ୍ଲୀ : ରିଲ୍ସ ନିଶାରେ ପାଗଳ ଯୁବପିଢ଼ି । ସାମାନ୍ୟ କେଇଟା ଲାଇକ୍ ଓ କମେଣ୍ଟ୍ ପାଇଁ ଜୀବନକୁ ବାଜିରେ ଲଗେଇ ଦେଉଛନ୍ତି । ଏପରି ରିଲ୍ସ କରିବା ସମୟରେ ଅନେକ ଲୋକ ଜୀବନ...