bharatଠକ ରିକ୍ସାବାଲା, ୨ କିଲୋମିଟର ପାଇଁ ବିଦେଶୀନିଙ୍କ ଠାରୁ ଦାବି କଲେ ୬୦୦୦ ଭଡ଼ାmahabharatanewsAugust 8, 2024August 8, 2024 by mahabharatanewsAugust 8, 2024August 8, 2024068 ନୂଆଦିଲ୍ଲୀ: ଅତିଥି ଦେବୋ ଭବଃ । ଭାରତର କୋଣ ଅନୁକୋଣରେ ରହିଛି ଉତ୍କର୍ଷତା । ଏହାର ମନଲୋଭା ସୋନ୍ଦର୍ଯ୍ୟ, ସ୍ମାରକ ଓ ଐତିହ୍ୟ କୀର୍ତ୍ତୀରାଜି, ସଂସ୍କୃତି, ତୀର୍ଥସ୍ଥଳୀ ଯାହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଦେଇଛି...
bharatଭାରତ ପାଇଁ ଅଡୁଆ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ, ସମୁଦ୍ର ପଥରେ ହାଇଆଲର୍ଟmahabharatanewsAugust 8, 2024 by mahabharatanewsAugust 8, 20240119 ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାଇଥିଲେ ମଧ୍ୟ ହିଂସା ଭୟଙ୍କର ହେବାରେ ଲାଗିଛି। ଏପଟେ ବାଂଲାଦେଶ ପାଇଁ ଭାରତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି...
bharatମର୍ଯ୍ୟାଦା ଭୁଲିଗଲେ ବିଧାୟିକା, ଜୋତାରେ ମାରିବା ପାଇଁ ଅଧିକାରୀଙ୍କୁ ଧମକmahabharatanewsAugust 7, 2024August 7, 2024 by mahabharatanewsAugust 7, 2024August 7, 2024082 “ଜନତାଙ୍କୁ କ୍ଷମା ମାଗ, ନହେଲେ ଜୋତାରେ ଏପରି ମାରିବି । ସବୁ କିଛି ଭୁଲିଯିବ ।’’ କୌଣସି ଅପରାଧୀ କି ଲଫଙ୍ଗା ଏପରି ଧମକ ଦେଇନାହାନ୍ତି, ବିଜେପି ବିଧାୟକ ମୀନାକ୍ଷୀ ସିଂ ଗୃହ ନିର୍ମାଣ...
bharatCancer Treatment: ରୋଗୀଙ୍କୁ ମାଗଣା ଟିକା ସହ ଚିକିତ୍ସା ସୁବିଧାmahabharatanewsAugust 7, 2024 by mahabharatanewsAugust 7, 2024063 ହିମାଚଳ ପ୍ରଦେଶରେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଖୁସି ଖବର । ସମସ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ଘୋଷଣା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ଘୋଷଣା...
bharatବଦଳିଯିବ ଆୟୁଷ୍ମାନ ଯୋଜନା! ମଧ୍ୟବିତ୍ତଙ୍କୁ ମିଳିବ ମାଗଣା ଚିକିତ୍ସାmahabharatanewsAugust 6, 2024 by mahabharatanewsAugust 6, 2024078 ନୂଆଦିଲ୍ଲୀ : ବଦଳିବ ‘ଆୟୁଷ୍ମାନ ଯୋଜନା’ର ରୂପରେଖ । ଏହି ଯୋଜନା ଆଧାରରେ ଏବେ ମଧ୍ୟବିତ୍ତଙ୍କୁ ମଧ୍ୟ ମିଳିବ ମାଗଣା ଚିକତ୍ସା ସୁବିଧା । ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...
bharatଵାଣିଜ୍ୟଷ୍ଟକ୍ ମାର୍କେଟରେ ଭୂକମ୍ପ, ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କଲା BSEmahabharatanewsAugust 5, 2024 by mahabharatanewsAugust 5, 20240195 ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୬୨୭ ପଏଣ୍ଟ ଖସି ୭୯ ୩୫୪ ଓ ନିଫ୍ଟି ୫୦୨...
Accidentbharatଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁmahabharatanewsAugust 5, 2024 by mahabharatanewsAugust 5, 20240109 ହାଜିପୁର : ବିଦ୍ୟୁତ୍ ଆଘତରେ ଚାଲିଗଲା କାଉଡ଼ିଆଙ୍କ ଜୀବନ । କାଉଡ଼ିଆମାନେ ଯାଉଥିବା ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୮ କାଉଡିଆଙ୍କ ମୃତ୍ୟୁ ହୋଇଛି । ବିହାରର ବୈଶାଲି ଜିଲ୍ଲା ହାଜିପୁରରେ ପାଣି...
Accidentbharatକାନ୍ଥ ପଡ଼ି ୯ ଜଣ ଛୋଟ ପିଲାଙ୍କ ମୃତ୍ୟୁmahabharatanewsAugust 4, 2024 by mahabharatanewsAugust 4, 2024087 ସାଗର : ଧାର୍ମିକ ସ୍ଥଳରେ ବଡ଼ ଅଘଟଣ । ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହାପୁର ଅଞ୍ଚଳରେ ଥିବା ଏମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମୟରେ କାନ୍ଥ ଭୁଶୁଡ଼ି ପଡ଼ିଛି । ଫଳରେ କାନ୍ଥ ପଡ଼ି...
bharatପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍ରେ ଲାଗିଲା ନିଆଁmahabharatanewsAugust 4, 2024August 4, 2024 by mahabharatanewsAugust 4, 2024August 4, 2024078 ଛତିଶଗଡର କୋରବା ଠାରୁ ବିଶାଖାପାଟଣାରେ ପହଞ୍ଚିଥିବା ଟ୍ରେନ୍ କୋଚରେ କୋରବା ଏକ୍ସପ୍ରେସ (୧୮୫୧୭)ରେ ଆଜି ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଅଭିମୁଖେ ବାହାରିଥିଲା...
bharatସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେmahabharatanewsAugust 4, 2024 by mahabharatanewsAugust 4, 20240103 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ...