ଅପରାଧଓଡିଶାବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନmahabharatanewsNovember 17, 2025 by mahabharatanewsNovember 17, 2025046 ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ । ଚଳିତ ମାସ ୮ତାରିଖ ଦିନ ଭଦ୍ରକ-ଧାମରା ରେଳ ଧାରଣାରେ କଟି ଯୁବକ ମୃତ ଘଟଣାର ପର୍ଦାଫାଶ କଲା ଭଦ୍ରକ ଜିଲ୍ଲାର ବାଂଶଡା ପୋଲିସ...
ଅପରାଧଓଡିଶାଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅmahabharatanewsNovember 16, 2025 by mahabharatanewsNovember 16, 2025036 ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମକଲା ବାପାକୁ ହତ୍ୟା କଲା ପୁଅ । ମୃତକ ଜଣକ ପଦ୍ମନାଭ ସାହୁ ହୋଇଥିବା ବେଳେ ତାଙ୍କ ମଝିଆ...
ଅପରାଧଓଡିଶାଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ ଗିଫ୍ଟ ଦେବା ପାଇଁ କରୁଥିଲେ ଗଞ୍ଜେଇ ଚାଲାଣmahabharatanewsNovember 15, 2025 by mahabharatanewsNovember 15, 2025050 ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର MV–79 ଥାନା ପୋଲିସଙ୍କ ହାତରେ ଧରା ପଡ଼ିଛନ୍ତି ।...
ଅପରାଧଓଡିଶାଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀmahabharatanewsNovember 14, 2025 by mahabharatanewsNovember 14, 2025048 ବାରିପଦା:- ପୁଣି ଜଣେ ସରକାରୀ ବାବୁ ପଡିଲେ ଭିଜିଲାନ୍ସ ଜାଲରେ। ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ ପାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା...
ଅପରାଧଭାରତଦିଲ୍ଲୀ ବିସ୍ଫୋରଣ ପାଇଁ ଆତଙ୍କୀ ବ୍ୟବହାର କରୁଥିଲେ କୋଡ୍ ୱାର୍ଡ଼…mahabharatanewsNovember 12, 2025November 12, 2025 by mahabharatanewsNovember 12, 2025November 12, 2025061 ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଛି। ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ହୋଇଥିବା ଏହି କାର ବିସ୍ଫୋରଣରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ...
ଅପରାଧଖେଳଦେଶ ବିଦେଶଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତmahabharatanewsNovember 12, 2025 by mahabharatanewsNovember 12, 2025058 ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହାମର ଫିଙ୍ଗାଳି ମଞ୍ଜୁ ବାଲାଙ୍କୁ ନିଷିଦ୍ଧ ଔଷଧ ସେବନ ପାଇଁ ପଜିଟିଭ୍ ପରୀକ୍ଷା ପରେ ପାଞ୍ଚ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଜାତୀୟ ଡୋପିଂ...
ଅପରାଧଦୁର୍ଘଟଣାବିଶ୍ୱଭାରତଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ସୁରାକ! ଲାଲ ଇକୋସ୍ପୋର୍ଟକୁ ଖୋଜୁଛି ରାଜଧାନୀରେ ପାଞ୍ଚଟି ଦଳmahabharatanewsNovember 12, 2025 by mahabharatanewsNovember 12, 2025059 ଦିଲ୍ଲୀ ବୋମା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଏକ କାର ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି, ଯାହାକୁ ଦିଲ୍ଲୀରେ ଖୋଜା ଚାଲିଛି। ସନ୍ଦିଗ୍ଧ ବ୍ୟକ୍ତି...
ଅପରାଧଭାରତଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀmahabharatanewsNovember 12, 2025 by mahabharatanewsNovember 12, 2025059 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ। ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଦିଲ୍ଲୀ କାର ବୋମା...
ଅପରାଧଓଡିଶାନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼mahabharatanewsNovember 12, 2025 by mahabharatanewsNovember 12, 2025027 ନୟାଗଡ଼:- ଡକାୟତି ଉଦ୍ୟମ ବିଫଳ ହେବାରୁ କଲେ ବୋମାମାଡ଼ । ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଘଟଣାରେ ୩...
ଅପରାଧଓଡିଶାଓଡିଶା ପୋଲିସ ସବ-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋmahabharatanewsNovember 11, 2025 by mahabharatanewsNovember 11, 2025056 ଓଡିଶା ପୋଲିସ ସବ-ଇନ୍ସ୍ପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ମଙ୍ଗଳବାର ଏନେଇ କେନ୍ଦ୍ର ସରକାରଙ୍କ ଉପସଚିବ...