ଓଡିଶାଗଣିଆରେ ବରିଷ୍ଠ ନାଗରିକ ଦିବସmahabharatanewsOctober 1, 2026 by mahabharatanewsOctober 1, 2026018 ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଆସିଛି ଏକ ବହୁତ ବଡ଼ ଓ ପ୍ରେରଣାଦାୟକ ଖବର। ଅକ୍ଟୋବର ୧ ତାରିଖ ଅର୍ଥାତ୍ ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଗଣିଆ ସ୍ଥାନୀୟ ଶିକ୍ଷକ...
ଓଡିଶାଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଅନ୍ୟ ଜଣେ ଆହତmahabharatanewsJuly 24, 2026 by mahabharatanewsJuly 24, 2026040 ଗଣିଆ ଥାନା ଅନ୍ତର୍ଗତ ତଳବଜାର ସ୍ଥିତ ଚଉବଙ୍ଗ ତୋଟା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶୁକ୍ରବାର ଦିନ ଘଟିଯାଇଛି। ଏକ ଚାରା ବୋଝେଇ ଆଇଚର ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା...
ଓଡିଶାଗଣିଆରେ ଲଙ୍କାପୋଡ଼ି ଯାତ୍ରା ଓ ପଲ୍ଲିଶ୍ରୀ ମେଳା ଉଦଯାପିତ: ‘ନବଗୁଞ୍ଜର’ ପୁସ୍ତକ ଉନ୍ମୋଚିତmahabharatanewsApril 25, 2026 by mahabharatanewsApril 25, 2026056 ଗଣିଆ ଅଞ୍ଚଳର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଏବଂ ପଲ୍ଲିଶ୍ରୀ ମେଳା ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ମେଳା କମିଟି ସଭାପତି ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ସଭାରେ ଅଞ୍ଚଳର...
ଓଡିଶାଦଶପଲ୍ଲାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଓ “ସମର ସତ୍ତା ଦିବସ” ପାଳିତmahabharatanewsApril 14, 2026 by mahabharatanewsApril 14, 2026045 ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦଳିତ ଜନନାୟକ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଦଶପଲ୍ଲା ଏନଏସି ମଣ୍ଡଳ ପକ୍ଷରୁ “ସମର ସତ୍ତା ଦିବସ” ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ...
ଓଡିଶାଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତmahabharatanewsApril 2, 2026 by mahabharatanewsApril 2, 2026063 ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ଭ୍ୟୁ ରେଷ୍ଟୁରାଣ୍ଟ ପରିସରରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...
ଓଡିଶାଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତmahabharatanewsMarch 31, 2026 by mahabharatanewsMarch 31, 2026065 ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ଭ୍ୟୁ ରେଷ୍ଟୁରାଣ୍ଟ ପରିସରରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...
ଓଡିଶାଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତmahabharatanewsDecember 26, 2025 by mahabharatanewsDecember 26, 2025076 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମଦିନ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ...