Category : ଓଡିଶା

ଓଡିଶା

ପାଉଡର ଚୋର ସିସିଟିଭିରେ କଏଦ

mahabharatanews
କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଅଧୀନସ୍ଥ ଏନଟିପିସି ଲକ୍ଷ୍ମୀ ବଜାର ମାର୍କେଟ୍ରେ ଥିବା ଏକ ସପିଙ୍ଗ ମଲ୍ରୁ ଗତ ସପ୍ତାହରେ ପାଉଡର ଚୋରି ହୋଇଥିବା ଜଣାପଡିଛି ।...
ଓଡିଶା

୨୬ରୁ ଭିତରକନିକା ବନ୍ଦ

mahabharatanews
(ମହାଭାରତ, କେନ୍ଦ୍ରାପଡା): ଆସନ୍ତା ୨୬ ତାରିଖରୁ ବନ୍ଦ ପର୍ଯ୍ୟଟକଙ୍କ ପାଇଁ ହେବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ଏହା ବନ୍ଦ ରହିବ...
ଓଡିଶା

ବନ ବିଭାଗ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

mahabharatanews
(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଥାଳବନ୍ଧ ଗାଁର ଉତ୍ତ୍ୟକ୍ତ ଚାଷୀ ଗତ ସୋମବାର ଏଠାକାର ବନ ବିଭାଗର ୨ କର୍ମଚାରୀଙ୍କୁ ଗୋଟିଏ ଘରେ ପ୍ରାୟ ୯ ଘଣ୍ଟା କାଳ ବନ୍ଦ ରଖିଥିଲେ...
ଓଡିଶା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews
(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୁଳିଆ ମାଧବ ଗାଁରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ ଭରତ ଦାସ (୩୦) ବୋଲି ଜଣାପଡିଛି । ମିଳିଥିବା...
ଓଡିଶା

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

mahabharatanews
ମହାଭାରତ : କଟକରୁ ପିକ୍ନିକ୍ ପାଇଁ ଯାଇଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତପ୍ତପାଣି ଘାଟିରେ ବସ ବ୍ରେକ୍ ଫେଲ ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି...
ଓଡିଶା

ବସ୍-ବୋଲେରୋ ମୁହାଁମୁହିଁ ଧକ୍କା, ୪ ମୃତ

mahabharatanews
(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ବସ...
ଓଡିଶା

ନିଆଁ ଲାଗି ୧୫ ବଖରା ପାଉଁଶ

mahabharatanews
(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଗୋବିନ୍ଦପୁର ଗାଁରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ପରିବାରର ୧୫ ବଖରା ପୋଡି ପାଉଁଶ ହୋଇଯାଇଛି । ସନ୍ଧ୍ୟାରେ ଜଣଙ୍କ ଗୁହାଳ...
ଓଡିଶା

ପ୍ରସୂତିଙ୍କ ମୃତଦେହ ରଖି ନର୍ସିଂହୋମରେ ଉତ୍ତେଜନା

mahabharatanews
(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଗତ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକେ ଶବକୁ ରଖି କ୍ଷତିପୂରଣ...
ଓଡିଶା

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

mahabharatanews
(ମହାଭାରତ, ସାଲେପୁର): ସାଲେପୁର ନିଶ୍ଚିନ୍ତକୋଇଲି ବରପଡା ନିକଟରେ ପୋଲ ଉପରୁ ନଦୀକୁୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବରପଡା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ...
ଓଡିଶା

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

mahabharatanews
(ମହାଭାରତ, ବଲାଙ୍ଗୀର): ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବଗିରୁ ଧୂଆଁ...