ଓଡିଶାହାତୀ ଆକ୍ରମଣରେ ମହିଳା ମୃତmahabharatanewsDecember 25, 2019 by mahabharatanewsDecember 25, 20190473 (ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳରେ ହାତୀ ଆକ୍ରମଣରେ ବୁଧବାର ସକାଳେ ଜଣେ ମହିଳା ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମହିଳା ଜଣକ ଗାଁ ନିକଟରେ ଥିବା ନଦୀ କୂଳକୁ ସକାଳେ...
ଓଡିଶାଓଏଚ୍ପିସି ମ୍ୟାନେଜରଙ୍କ ହତ୍ୟାକାରୀର ଗିରଫ ପାଇଁ ପୋଲିସର ସର୍ଚ୍ଚ ଅପରେସନmahabharatanewsDecember 25, 2019 by mahabharatanewsDecember 25, 20190322 (ମହାଭାରତ, ମୁଖୀଗୁଡା): ଇନ୍ଦ୍ରାବତୀ ଓଏଚପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ପରେ ତାଙ୍କର ଗଳିତ ଶବ ଉଦ୍ଧାର ସହ ପାରିପାଶ୍ୱର୍ିକ ଅବସ୍ଥାକୁ ନେଇ ମଙ୍ଗଳବାର ଏକ ସାଇଣ୍ଟିଫିକ ଟିମ୍ ଆସି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ...
ଓଡିଶାବଣଭୋଜି ଭଣ୍ଡୁର କଲା ହାତୀmahabharatanewsDecember 25, 2019 by mahabharatanewsDecember 25, 20190431 (ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ବଣଭୋଜି ଚାଲିଥିବା ବେଳେ ଏକ ହାତୀ ସେଠାରେ ପଶି ସବୁ ଜିନିଷ ନଷ୍ଟ କରିବା ସହ ପନିପରିବା ଖାଇଦେଇଛି । ଏହି...
ଓଡିଶାଭାଲୁ ଆକ୍ରମଣରେ ୩ ଆହତmahabharatanewsDecember 25, 2019 by mahabharatanewsDecember 25, 20190435 (ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ମଙ୍ଗଳବାର ସକାଳେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳେ...
ଓଡିଶାହାଇୱା-ବୁଲେଟ ମୁହାଁମୁହିଁ ଧକ୍କା, ୨ ଗୁରୁତରmahabharatanewsDecember 25, 2019 by mahabharatanewsDecember 25, 20190419 (ମହାଭାରତ, ସମ୍ବଲପୁର): ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଆମଳିପାଣି ନିକଟରେ ବୁଧବାର ସକାଳେ ଏକ ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଥିଲା...
ଓଡିଶାସଡକ ଦୁର୍ଘଟଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁmahabharatanewsDecember 25, 2019 by mahabharatanewsDecember 25, 20190407 (ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କର ପରଲୋକ ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାମନାଗୁଡା-ଗୁଣୁପୁର ରାସ୍ତାରେ ଏକ ସଡକ ଦୁର୍ଘଟଣାର ଶିକାର...
ଓଡିଶାନଡିଆ ଚାଷୀଙ୍କ ବୈଠକmahabharatanewsDecember 24, 2019 by mahabharatanewsDecember 24, 20190485 ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସାଣ୍ଡାରା ଗ୍ରାମ ପଞ୍ଚାୟତରେ ଥିବା ବେବିନା କୋକନଟ ଡେଭଲପମେଣ୍ଟ ସୋସାଇଟି ପରିସରରେ ନଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୋସାଇଟିର...
ଓଡିଶାଭିଜିଲାନ୍ସ ଜାଲରେ ପୂର୍ତ୍ତ ଆକାଉଣ୍ଟାଣ୍ଟmahabharatanewsDecember 24, 2019 by mahabharatanewsDecember 24, 20190466 ବାଲିଗୁଡା: ଭିଜିଲାନ୍ସ ଜାଲରେ ଧରାପଡିଲେ ପୂର୍ତ୍ତବିଭାଗର ଅ ।କାଉଣ୍ଟାଣ୍ଟ ।୫୦୦୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଫୁଲବାଣି ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା ଗିରାଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ପୂର୍ତ୍ତବିଭାଗ ଅ ।କାଉଣ୍ଟାଟ...
ଓଡିଶାଅଜଣା ଗାଡି ଧକ୍କାରେ ମହିଳା ଚାଷୀ ମୃତ, ଝିଅ ଗୁରୁତରmahabharatanewsDecember 24, 2019 by mahabharatanewsDecember 24, 20190357 ଜଳେଶ୍ୱର: ଏମିତିବି ମୃତ୍ୟୁ ଆସେ । ବର୍ଷକର ଖାଦ୍ୟ ଅମଳ କରିବାକୁ ଯାଇ ଜଣେ ମହିଳା ·ଷୀଙ୍କ ଡମ୍ପର ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ବିବାହିତ ଝିଅ ଗୁରୁତର । ଏଭଳି ଅଭାବନୀୟ ଘଟଣା...
ଓଡିଶାବିଜିଗୋଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରିଡା ଉତ୍ସବmahabharatanewsDecember 24, 2019 by mahabharatanewsDecember 24, 20190347 କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୨ତମ ବାର୍ଷିକ କ୍ରିଡା ଉତ୍ସବ ଉତ୍ସାହ ଉଦ୍ୟାପିତ ହୋଇଯାଇଛି । ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୩ ଦିନ ଧରି...