Category : ଓଡିଶା

ଓଡିଶା

ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ: ଚିନ୍ତାରେ ୧୩ ପରିବାର

mahabharatanews
(ମହାଭାରତ/ରାଇରଙ୍ଗପୁର): ବାଦାମ ପାହାଡ ରେଳ ମାର୍ଗର ସଂପ୍ରସାରଣ କରାଯାଇ ବାଙ୍ଗ୍ରିପୋଷି ରେଳ ମାର୍ଗ ସହ ସଂଯୋଗ କରାଯିବାକୁ ବିଭିନ୍ନ ସମୟରେ ଦାବି ହୋଇ ଅ ।ସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପର ମଞ୍ଜୁରୀ...
ଓଡିଶା

ଅଟୋ ଓଲଟି ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ

mahabharatanews
(ମହାଭାରତ, ପଟ୍ଟାମୁଣ୍ଡାଇ): କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିକଟରେ ଏକ ଅଟୋ ଓଲଟି ଦୁର୍ଘଟଣା ଘଟିଛି । ଅଟୋ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ,...
ଓଡିଶା

ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ

mahabharatanews
(ମହାଭାରତ/ସାଲେପୁର): କଟକ ଜିଲ୍ଲା ସାଲେପୁର ହାଇସ୍କୁଲ ଅଡିଟୋରୀୟମ ଗୃହରେ ଲୋକ ସେବକ ମଣ୍ଡଳର ପ୍ରାକ୍ତନ ସଭାପତି ସମାଜର ପ୍ରାକ୍ତନ ସମ୍ପାଦକ ପଦ୍ମ ଭୂଷଣ ଡଃ ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ଉତ୍ସବ ସାଲେପୁର ଠାରେ...
ଓଡିଶା

ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜିଲେ ଯବାନ

mahabharatanews
(ମହାଭାରତ/ମାଲକାନଗିରି): ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ନିଜ ଜୀବନକୁ ବାଜି ଲଗାଇ ଜଣେ ଅ ।ଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ଅ ।ଇଟିବିପିର ବୀର...
ଓଡିଶା

ଲାଞ୍ଜିଗଡରେ ମାଓ ପୋଷ୍ଟର

mahabharatanews
(ମହାଭାରତ, ଲାଞ୍ଜିଗଡ): ଗତ ୨ ତାରିଖରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ଖେମଡିପଦର ଗାଁରେ ମାଓବାଦୀଙ୍କ ହାତଲେଖା ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ...
ଓଡିଶା

ବାଇକ୍ରେ ବୁହା ହେଲା ମୃତଦେହ

mahabharatanews
(ମହାଭାରତ, ଗଜପତି): ରାୟଗଡା ବ୍ଲକରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକ୍ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ବୁହା ହୋଇଛି । ସୂଚନା ଅନୁସାରେ, ହାତୀବାଡି...
ଓଡିଶା

ଫନିର ୭ ମାସ ପରେ ମଧ୍ୟ ସହୟତା ଅପେକ୍ଷାରେ ହିତାଧିକାରୀ

mahabharatanews
(ମହାଭାରତ/ଜଳେଶ୍ୱର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନ୍ୟା, ବାତ୍ୟା ଭଲି ପ୍ରାକୃତିକ ଦୁର୍ବିପାକଜନିତ କ୍ଷୟକ୍ଷତି ପାଇଁ ତତ୍କ୍ଷଣାତ୍ କ୍ଷତିପୂରଣ ଦେଉଛନ୍ତି । କ୍ଷତିଗ୍ରସ୍ତଙ୍କୁ ପଲିଥିନ, ଘରଭଙ୍ଗା ସହାୟତା ସହିତ ସେମାନଙ୍କ ପାଇଁ ବିଭିନ୍ନ...
ଓଡିଶା

ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର, ଦୋକାନୀ ଗିରଫ

mahabharatanews
(ମହାଭାରତ, ଯାଜପୁର): ଯାଜପୁରରେ ପୁଣି ଗଞ୍ଜେଇ ଓ ଅଫିମ ଜବତ କରିଛି ପୋଲିସ । ଟାଉନ ଥାନା ଅନ୍ତର୍ଗତ ଚିତାଳୋ କଲେଜ ଛକରେ ଥିବା ଏକ ଗିଫ୍ଟ ଦୋକାନରେ ପୋଲିସ ଅଚାନକ ଚଢାଉ କରି...
ଓଡିଶା

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ,୩୫ ମୃତ

mahabharatanews
(ପ୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ) : ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ଅଗ୍ନିକାଣ୍ଡରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ...
ଓଡିଶା

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews
(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଶନିବାର ରାତି ୨ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୁର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି । ନିଜର ବାସଭବନ ଠାରେ ପରଲୋକ ହୋଇଛନ୍ତି । ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ...