ଅପରାଧଓଡିଶାବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାରmahabharatanewsDecember 4, 2019 by mahabharatanewsDecember 4, 20190353 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ବଙ୍ଗୀୟ ମହିଳାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି ।...
ଓଡିଶାଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉmahabharatanewsDecember 4, 2019 by mahabharatanewsDecember 4, 20190290 (ଚଣ୍ଡିଗଡ /ମହାଭାରତ ): ହରିଆଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଇନେଲୋ ସୁପ୍ରିମୋ ଓମ ପ୍ରକାଶ ଚୌଟାଲାଙ୍କ ସିରସା ସ୍ଥିତ ତେଜା ଖେଡା ଫାର୍ମ ହାଉସ ଉପରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ...
ଓଡିଶାହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ପକ୍ଷରୁ ଶୋଭଯାତ୍ରାmahabharatanewsDecember 4, 2019 by mahabharatanewsDecember 4, 20190328 (ପ୍ରଶାନ୍ତ କୁମାର ସ୍ବାଇଁ /ମହାଭାରତ )ପାରାଦୀପ : ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କର ଜଘନ୍ୟ ଗଣଦୁଷ୍କର୍ମ ଓ ନୃଶଂସ ହତ୍ୟାର ପ୍ରତିବାଦରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପାରାଦୀପରେ ଷଣ୍ଢକୁଦ ବିଜେପି...
ଓଡିଶାପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତmahabharatanewsDecember 4, 2019 by mahabharatanewsDecember 4, 20190315 (ଅଜିତ ସାହୁ/ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋଡ଼ର୍ର ଅଧକ୍ଷ ତଥା ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ଘଟିଛି। ସେ ୧୯୭୧ ସିଭିଲ ସର୍ଭିଶ ଗୁଜୁରାଟ କ୍ୟାଡ଼ର ରୁ ଚାକିରୀ ଆରମ୍ଭ କରିଥିଲେ।କେନ୍ଦ୍ରର ଖାଦ୍ୟ...
ଓଡିଶାରାଜନୀତିଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନmahabharatanewsDecember 4, 2019 by mahabharatanewsDecember 4, 20190305 (ମହାଭାରତ/ନୂଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୧୦୭ ଦିନ ତିହାର ଜେଲରେ ରହିବା...
ଓଡିଶାଋକ୍ଷକ ସାଜିଲା ଭକ୍ଷକ: ବିଜେପିmahabharatanewsDecember 4, 2019December 4, 2019 by mahabharatanewsDecember 4, 2019December 4, 20190881 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହାର ପ୍ରତିରୁପ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି । ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ...
ଓଡିଶାଜଙ୍ଗଲ ଭିତରେ ଚାଲିଲେ ଛାତ୍ରଛାତ୍ରୀmahabharatanewsDecember 4, 2019 by mahabharatanewsDecember 4, 20190396 (ମହାଭାରତ, ତୁମୁଡିବନ୍ଧ): ସ୍କୁଲରେ ଶିକ୍ଷକ ନଥିବାରୁ ଚାଲି ଚାଲି ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ ଜଣାଇଛନ୍ତି । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଆବଶ୍ୟକ...
ଓଡିଶାଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟmahabharatanewsDecember 4, 2019 by mahabharatanewsDecember 4, 20190476 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ । ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି। ଉଚ୍ଛେଦ କାର୍ୟ୍ୟରେ ସମୁଦାୟ ୯ଟି...
ଓଡିଶା୨ଘଣ୍ଟା ଅଟକିଲା ଟ୍ରେନmahabharatanewsDecember 4, 2019 by mahabharatanewsDecember 4, 20190358 (ମହାଭାରତ, ରାଉରକେଲା): ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସକାଳେ ରାଉରକେଲା ରେଳ ଷ୍ଟେସନ ଠାରେ ହାୱଡା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଦୀର୍ଘ ସମୟ ଧରି ଅଟକି ରହିଥିଲା । ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୦ରେ...
ଓଡିଶାବିଡିଓଙ୍କ ବରଖାସ୍ତକୁ ନେଇ କଲମ ଛାଡ ଆନ୍ଦୋଳନmahabharatanewsDecember 4, 2019 by mahabharatanewsDecember 4, 20190303 (ମହାଭାରତ, ବୌଦ୍ଧ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ ନ ମାନିବା ଅଭିଯୋଗରେ ମଙ୍ଗଳବାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସପପେଣ୍ଡ କରିଥିଲେ । କିନ୍ତୁ ଏହାର ପ୍ରତିବାଦ...