ରାଜନୀତିପ୍ରତି ପରିବାରକୁ ସାଢେ ୭ ହଜାର ସହାୟତା ଦେବାକୁ ପରାମର୍ଶmahabharatanewsApril 23, 2020 by mahabharatanewsApril 23, 20200294 ନୂଆଦିଲ୍ଲୀ: ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଦେଶରେ ୩ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଉଦ୍ବେଗଜନକଭାବେ କାୟା ବିସ୍ତାର କରି ଚାଲିଛି । ଏଥିସହ ଅଧିକ “ଟେଷ୍ଟ୍ କିଟ୍’ ପାଇଁ...
ରାଜନୀତିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇ”mahabharatanewsApril 2, 2020 by mahabharatanewsApril 2, 20200253 (ମମତା ସାମଲ ): କରୋନା ମୁକାବିଲା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କେଉଁ ରାଜ୍ୟର କ’ଣ ସ୍ଥିତି ଅଛି ତାହା...
ରାଜନୀତିକରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତାmahabharatanewsApril 1, 2020 by mahabharatanewsApril 1, 20200291 (ଶୁଭସ୍ମିତା ଦାଶ): କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଆସିକା ଏମ୍ପି ପ୍ରମିଳା ବିଷୋୟୀ । ଏମ୍ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟନ୍ତ୍ରୀଙ୍କ ରିଲିଫ ଫଣ୍ଡ...
ରାଜନୀତିବିଜୁ ବାବୁଙ୍କ ଜୟନ୍ତୀରେ ବବିଙ୍କୁ ଭେଟିmahabharatanewsMarch 5, 2020 by mahabharatanewsMarch 5, 20200379 (ଆଦର୍ଶ ରାଉତ)ଭୁବନେଶ୍ୱର: କର୍ମ ହିଁ ଭଗବାନ। ଏହି ନୀତି ଯାଜପୁର ବିଧାୟକ ତଥା ବିଧାୟକ ଦଳର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି । ଦଳର...
ରାଜନୀତିମଧ୍ୟପ୍ରଦେଶରେ ବିଜେପି ଘୋଡା ବେପାର ଚଳାଇଛି: ଦିଗବିଜୟ ସିଂହmahabharatanewsMarch 3, 2020 by mahabharatanewsMarch 3, 20200257 (ନୂଆଦିଲ୍ଲୀ): ମଧ୍ୟପ୍ରଦେଶରେ ବିଜେପି ଘୋଡା ବେପାର କରି ବିରୋଧୀ ନେତାଙ୍କୁ ଦିଲ୍ଲୀ ଆଣୁଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଆଗକୁ...
ରାଜନୀତିବୁନୁ-ବାଇଁଆ ହାତାହାତିmahabharatanewsMarch 2, 2020March 2, 2020 by mahabharatanewsMarch 2, 2020March 2, 202006889 ମହାଭାରତ, ଭୁବନେଶ୍ୱର : ୨୦ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜେଡି ଦଳରେ ଦେଖାଦେଇଛି ଫାଟ । ସୁପ୍ରିମଙ୍କ ନେତୃତ୍ୱରେ ସମସ୍ତ ନେତା, ମନ୍ତ୍ରୀ, କର୍ମୀ ଏକ ମନ ହୋଇ କାମ କରୁଥିବା...
ରାଜନୀତିକେଜରିୱାଲଙ୍କ ଜଲବା: କଂଗ୍ରେସ ସଫା, ବିଜେପି ଘାଇଲାmahabharatanewsFebruary 11, 2020February 11, 2020 by mahabharatanewsFebruary 11, 2020February 11, 20200487 ନୂଆଦିଲ୍ଲୀ: ସତ ହେଲା ଏକ୍ଜିଟ୍ ପୋଲ୍ର ଆକଳନ । ଦିଲ୍ଳୀରେ ପୁଣି ଥରେ ‘ଝାଡ଼ୁ’ର ଝଡ଼ରେ ଧରାଶାୟୀ ବିଜେପି ଓ କଂଗ୍ରେସ । ମଉଳିଗଲା ପଦ୍ମ ପାଖୁଡ଼ା । ଉଠିଲାନି ହାତ । ପୁଣିଥରେ...
ରାଜନୀତିସିଏଏକୁ ନୁହେଁ ବିକାଶକୁ ଲୋକେ ପସନ୍ଦ କରିଛନ୍ତି: ମମତାmahabharatanewsFebruary 11, 2020 by mahabharatanewsFebruary 11, 20200430 (କୋଲକାତା): ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମଙ୍ଗଳବାର ଭୋଟ ଗଣତି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗୁଆ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମଧ୍ୟାହ୍ନ ୧ଟା ସୁଦ୍ଧା...
ଓଡିଶାରାଜନୀତିଭିନ୍ନ ବିଧାୟକ,ଭିନ୍ନ ବ୍ୟକ୍ତିତ୍ୱmahabharatanewsFebruary 10, 2020 by mahabharatanewsFebruary 10, 202003263 (ସୁର୍ଜିତ ଧଳ/ ଭୁବନେଶ୍ୱର): ନିକଟରେ ରାଜଧାନୀର ଏକ ଖଟିରେ ଜୋରଦାର ପଲିଟିକାଲ ଗସିପ ଚାଲିଥିଲା । ବିଭିନ୍ନ ବିଧାୟକଙ୍କ କାର୍ଯ୍ୟଦକ୍ଷତା ଓ ଦୋଷ ଦୁର୍ବଳତାକୁ ନେଇ ଚାଲିଥିଲା ଚର୍ଚ୍ଚା । କେଉଁ ବିଧାୟକ କଣ...
ରାଜନୀତିଜନଗଣନା ମୋବାଇଲ ଆପରେ ହେବmahabharatanewsJanuary 21, 2020 by mahabharatanewsJanuary 21, 20200442 ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଜନଗଣନାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ପ୍ରକାଶ ପାଇଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଗାମୀ ଜନଗଣନା ମୋବାଇଲ ଆପରେ ହେଉଛି । ମନ୍ତ୍ରଣାଳୟ କହିଛନ୍ତି,...