ରାଜନୀତିସୋରେନଙ୍କ ଶପଥ ଗ୍ରହଣ ପୁର୍ବରୁ ମାଓବାଦୀଙ୍କ ବିସ୍ଫୋରଣmahabharatanewsDecember 29, 2019 by mahabharatanewsDecember 29, 20190384 (ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ ରବିବାର ଦିନ ଶପଥ ନେବା ପୂର୍ବରୁ ମାଓବାଦୀମାନେ ବିସ୍ଫୋରଣ ଘଟାଇ ଏକ ନିର୍ମାଣାଧୀନ ହସ୍ପିଟାଲ ଘରକୁ ଉଡାଇ ଦେଇଛନ୍ତି ।...
ରାଜନୀତିମୁଶାରଫଙ୍କ ଆବେଦନକୁ ହାଇକୋର୍ଟଙ୍କ ଅଗ୍ରାହ୍ୟmahabharatanewsDecember 29, 2019 by mahabharatanewsDecember 29, 20190350 (ମହାଭାରତ, ମଧୁସ୍ମିତା ତ୍ରିପାଠୀ): ଦେଶଦ୍ରୋହ ଅପରାଧରେ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆବେଦନକୁ ଲାହୋର ହାଇକୋର୍ଟ ଫେରାଇ ଦେଇଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଅଦାଲତଙ୍କ...
ରାଜନୀତିସିଏଏକୁ ସମର୍ଥନ କରି ବିଏସପି ବିଧାୟକ ଦଳରୁ ନିଲମ୍ବିତmahabharatanewsDecember 29, 2019 by mahabharatanewsDecember 29, 20190587 (ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିବା କାରଣରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳର ବିଧାୟିକା ରମାବାଇ ପରିହାରଙ୍କୁ ନିଲମ୍ବିତ କରିଛନ୍ତି ।...
ରାଜନୀତିଓଡିଶାରୁ ପଞ୍ଜାବ ସବୁଠି ବବିଙ୍କ ପ୍ରଶଂସାmahabharatanewsDecember 24, 2019 by mahabharatanewsDecember 24, 20190421 ମହାଭାରତ, ଭୁବନେଶ୍ୱର : ପୁରୀର ସୌନ୍ଦର୍ଯ୍ୟକରଣରେ ନବୀନ ସରକାରଙ୍କ ପଦକ୍ଷେପକୁ ଯେତିକି ପ୍ରଶଂସା କରାଯାଉ ନାହିଁ, ତାଠୁ ଅଧିକ ପ୍ରଶଂସା ମିଳୁଛି ପ୍ରଣବ ପ୍ରକାଶ ବା ବବି ଦାସଙ୍କୁ । କାରଣ ଏହି ସୌନ୍ଦର୍ଯ୍ୟକରଣର...
ରାଜନୀତିଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ ୩ ରାଜଧାନୀ!mahabharatanewsDecember 18, 2019December 18, 2019 by mahabharatanewsDecember 18, 2019December 18, 20190469 (ହାଇଦ୍ରାବାଦ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି । ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି । ରାଜ୍ୟରେ ପ୍ରଭାବଶାଳୀ ଶାସନ...
ରାଜନୀତି କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ: ଧର୍ମେନ୍ଦ୍ର ପ୍ରଧାନmahabharatanewsDecember 16, 2019 by mahabharatanewsDecember 16, 20190456 ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତର ଲୋକଙ୍କୁ ମାଲିକ ହେବାକୁ ପଡିବ । ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି...
ରାଜନୀତିପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟାmahabharatanewsDecember 16, 2019 by mahabharatanewsDecember 16, 20190481 (ପାଟନା): ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ରବିବାର ସନ୍ଧ୍ୟାରେ ତାଙ୍କ ଶାଶୁ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।...
ରାଜନୀତିଅ।ଜମଙ୍କ ପୁଅଙ୍କ ବିଧାୟକ ପଦ ରଦ୍ଦmahabharatanewsDecember 16, 2019 by mahabharatanewsDecember 16, 20190459 ଆଲହାବାଦ: ଜାଲ୍ ସାର୍ଟିଫିକେଟ ଦାଖଲ କରି ର୍ନିବାଚନ ଜିତିଥିବା ଅଭିଯୋଗରେ ଅ।ହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସୁଅର ବିଧାନସଭାର ବିଧାୟକ ଅବଦୁଲ୍ଲା ଅ।ଜମ ଖାନଙ୍କ ପଦବୀ ରଦ୍ଦ କରିଛନ୍ତି । ଅବଦୁଲ୍ଲା ହେଉଛନ୍ତି ଉତ୍ତର...
ରାଜନୀତିରାମ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ମାଗିଲେ ଯୋଗୀmahabharatanewsDecember 14, 2019 by mahabharatanewsDecember 14, 20190526 (ମହାଭାରତ, ରାଞ୍ଚି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗତ ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ...
ରାଜନୀତିବିଜେପି ଦେଶର ସମ୍ବିଧାନ ପାଇଁ ବିପଦ: ପ୍ରିୟଙ୍କାmahabharatanewsDecember 14, 2019 by mahabharatanewsDecember 14, 20190510 (ନୂଆଦିଲ୍ଲୀ): ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ଚାଷୀ ସମସ୍ୟାକୁ ନେଇ ମୋଦି ସରକାରକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଭାରତ ବଞ୍ଚାଅ ରାଲି ଆୟୋଜିତ...