ଖେଳଭାରତମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍mahabharatanewsJuly 20, 2025July 20, 2025 by mahabharatanewsJuly 20, 2025July 20, 20250108 ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟେଷ୍ଟ ଟିମ୍ ରେ କ୍ୟାପଟେନ ଶୁଭମନ ଗିଲ ଖୁବ୍ ପରିଶ୍ରମ କରିଛନ୍ତି । ଏଥିରେ ସେ ଶତକ ମଧ୍ୟ ହାସଲ କରିଥିଲେ । ଏହି ଦୁଇ ଟିମ୍...
ଖେଳ୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟmahabharatanewsJuly 15, 2025 by mahabharatanewsJuly 15, 20250121 ୧୨୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଜୁଲାଇ ୧୨, ୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ । ଆଇଓସି (ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି) ଏହାକୁ ଅନୁମୋଦନ କରିବା ପରେ ଏହାର...
ଖେଳଦିନିକିଆ ସିରିଜ୍ ନ ଖେଳିପାରନ୍ତି ରୋହିତ ଏବଂ ବିରାଟ…mahabharatanewsJuly 2, 2025 by mahabharatanewsJuly 2, 2025098 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅଗଷ୍ଟରେ ଦିନିକିଆ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି । ଏବେ ଏହି ସିରିଜ୍ ସ୍ଥଗିତ ରଖିବା ନେଇ ଆଲୋଚନା ଆରମ୍ଭ ହୋଇଛି। ଭାରତ ସରକାର ଏପର୍ଯ୍ୟନ୍ତ ଏହି ସିରିଜ୍...
ଖେଳଡୋପ ଟେଷ୍ଟରେ ବିଫଳ ହେବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ କରାଯାଇଛିmahabharatanewsMay 4, 2025 by mahabharatanewsMay 4, 20250124 ନୂଆଦିଲ୍ଲୀ-: ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡା ଏବେ ସାମୟିକ ଭାବେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ ହୋଇଛନ୍ତି । ରବାଡା ନିଜେ...
ଖେଳରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳmahabharatanewsDecember 2, 2024 by mahabharatanewsDecember 2, 20240167 ଖେଳ ହେଲା କାଳ । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ଭଲି ଏକ ଫୁଟବଲ ମ୍ୟାଚରେ ଗଡିଗଲା ଶହେ ଜଣଙ୍କ ମୁଣ୍ଡ । ରବିବାର ଗିନିଆ ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା ।...
ଓଡିଶାଖେଳଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳmahabharatanewsNovember 21, 2024November 21, 2024 by mahabharatanewsNovember 21, 2024November 21, 20240160 ଭୁବନେଶ୍ୱର; ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ...
ଖେଳଭାରତଘୁଞ୍ଚିଲା ଭିନେଶଙ୍କ ପଦକ ଶୁଣାଣିmahabharatanewsAugust 11, 2024August 11, 2024 by mahabharatanewsAugust 11, 2024August 11, 20240194 ପ୍ୟାରିସ: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେଶନ ନିକଟରେ କରିଥିବା ଆବେଦନର ଶୁଣାଣୀ ତାରିଖ ପୂନର୍ବାର ଘୁଂଚାଇଛି । ଏବେ ୧୧ ଅଗଷ୍ଟ ରାତି ୯ଟା୩୦ରେ ଏହାର ଶୁଣାଣୀ କରାଯିବ...
ଖେଳ‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’mahabharatanewsAugust 8, 2024August 8, 2024 by mahabharatanewsAugust 8, 2024August 8, 20240184 ହରିୟାଣା: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ...
ଖେଳକୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍mahabharatanewsAugust 8, 2024August 8, 2024 by mahabharatanewsAugust 8, 2024August 8, 20240138 ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍ । ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏଭଳି ବଡ଼ ନିଷ୍ପତ୍ତି ଭିନେଶ ଫୋଗଟ୍ । କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା...
ଖେଳହକିରେ ଜର୍ମାନୀଠୁ ହାରିଲା ଭାରତmahabharatanewsAugust 7, 2024August 7, 2024 by mahabharatanewsAugust 7, 2024August 7, 2024091 ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ...