Category : ଖେଳ

ଖେଳଭାରତ

ଭାରତର ବିଜୟ ହାସଲ , ୱେଷ୍ଟଇଣ୍ଡିଜକୁ ୬୮ ରନରେ କଲା ପରାସ୍ତ

mahabharatanews
ବ୍ୟୁରୋ : ଭାରତ କରିଛି ବିଜୟ ହାସଲ। ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ଦୃଢ଼ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ହୋଇଥିଲା । ଫଳରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ଶୋଚନୀୟ ଭାବେ...
ଖେଳଭାରତ

ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

mahabharatanews
ବ୍ୟୁରୋ : ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ ଆରମ୍ଭ । ଦିନିକିଆ ସିରିଜକୁ ମୂଳପୋଛ କରି ଜିତିବା ପରେ ଭାରତୀୟ ଦଳର ଲକ୍ଷ୍ୟ ଏବେ ଟେ୍ଵଣ୍ଟି-୨୦ ସିରିଜ ଉପରେ ରହିଛି । ସିରିଜରେ ୫...
ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଉଦଘାଟିତ

mahabharatanews
ପିଭି ସିନ୍ଧୁ ଓ ମନପ୍ରୀତ ସିଂ ଭାରତୀୟ ଦଳର ନେତୃତ୍ୱ ନେବେ ଲଣ୍ଡନ: ଗୁରୁବାର ଲଣ୍ଡନର ବର୍ମିଂହାମ ସହରର ଆଲେକଜାଣ୍ଡାର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଉଦଘାଟିତ ହୋଇଯାଇଛି। ଅଲମ୍ପିକ ବିଜେତା ପିଭି ସିନ୍ଧୁ...
ଖେଳଭାରତ

ଅସୁସ୍ଥତା ହେତୁ ଖେଳିବେନି ନୀରଜ ଚୋପ୍ରା; ୨୦ ଦିନ ପର୍ଯ୍ୟନ୍ତ ବିଶ୍ରାମ

mahabharatanews
ନୂଆଦିଲ୍ଲୀ: ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା । ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ସ୍‌ରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା...
ଖେଳବିଶ୍ୱଭାରତ

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews
ମୁମ୍ବାଇ : ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ସେ ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍‌ର ଗ୍ରୁପ୍‌ ରାଉଣ୍ଡର ପ୍ରଥମ ପ୍ରୟାସରେ ହିଁ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲର...
ଓଡିଶାଖେଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅଭିନେତା ଆର ମାଧବନ

mahabharatanews
ଭୁବନେଶ୍ୱର : ଭୁବନେଶ୍ୱର ବହୁତ ସଫାସୁତରା । ମୁଁ ଅଧିକ ଦେଖିନାହିଁ କିନ୍ତୁ ଯେତିକି ଦେଖିଛି ସେଥିରୁ ଭୁବନେଶ୍ୱର ବେସ ସ୍ୱଛ । ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା କେବେ ଶୁଣାଯାଇ...
ଖେଳଭାରତ

ହକି ଶିବିରରେ କରୋନା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିରେ ବାଧା

mahabharatanews
ବେଙ୍ଗାଲୁରୁ: ଭାରତୀୟ ପୁରୁଷ ହକି ଦଳରେ ଦେଖା ଯାଇଛି କରୋନାର ସଙ୍କଟ । ଷ୍ଟ୍ରାଇକର ଗୁରଜାନ୍ତ ସିହ ଏବଂ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ଙ୍କ ସମେତ ଦଳର ୫ ଜଣ ସଦସ୍ୟଙ୍କ ପରୀକ୍ଷା‌ ରିପୋର୍ଟ...
ଖେଳଭାରତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

mahabharatanews
ଭାରତ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ନିକଟରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ଟି – ୨୦ ମ୍ୟାଚ୍ ସିରିଜରେ ଭାରତୀୟ...
ଖେଳଭାରତ

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

mahabharatanews
ନୂଆଦିଲ୍ଲୀ: କ୍ଷମତା ପାଇଁ ମହାରାଷ୍ଟ୍ର ରାଜନୀତି ଏବେ ବହୁତ ସରଗରମ ହେବାରେ ଲାଗିଛି । ଶିବସେନାର ବିଦ୍ରୋହୀ ତଥା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଧାୟକ ଦଳ ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ ସ୍ଥାପନ...
ଖେଳବିଶ୍ୱ

ଖରାପ ଫର୍ମ ଓ ଫିଟନେସ୍ କାରଣ ଯୋଗୁଁ କ୍ରିକେଟକୁ ଆଲବିଦା କଲେ ମୋର୍ଗାନ

mahabharatanews
ଲଣ୍ଡନ : ୨୦୧୯ ବିଶ୍ୱକପ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ବିଜୟୀ କରିଥିବା କ୍ୟାପଟେନ ଇଅନ ମୋର୍ଗାନ ଟି-୨୦ ଓ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରୁ କ୍ୟାପଟେନ ପଦରୁ ଇସ୍ତଫା ଦେବା ସହ କ୍ରିକେଟର ସମସ୍ତ ଫର୍ମାଟକୁ ଆଲବିଦା...