ଖେଳଦେଶ ବିଦେଶଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।mahabharatanewsJanuary 30, 2026January 30, 2026 by mahabharatanewsJanuary 30, 2026January 30, 2026022 ଆଇସିସି ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା । ପ୍ରଥମରୁ ବିଶ୍ବକପ୍ ଖେଳିବାକୁ ବାଂଲାଦେଶ ଭାରତ ଆସିବ ନାହିଁ ବୋଲି କହିବା ପରେ...
ଖେଳଦେଶ ବିଦେଶବିଶ୍ୱଭାରତନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।mahabharatanewsJanuary 27, 2026 by mahabharatanewsJanuary 27, 2026027 ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ...
ଖେଳଦେଶ ବିଦେଶବିଶ୍ବକପ ପୂର୍ବରୁ ହଠାତ ନେଲେ ଅବସରmahabharatanewsJanuary 27, 2026 by mahabharatanewsJanuary 27, 2026021 ବିଶ୍ବକପ ପୂର୍ବରୁ ହଠାତ ଅବସର ନେଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍ ରିଚାର୍ଡସନ । ରିଚାର୍ଡସନ ଆଜି ସବୁ ଫର୍ମାଟରୁ ଅବସର ନେଇଛନ୍ତି ଯାହାଫଳରେ ୧୭ ବର୍ଷରେ ତାଙ୍କର ବୃତ୍ତିଗତ କ୍ୟାରିଅରରେ ପଡ଼ିଛି ପୂର୍ଣ୍ଣଛେଦ...
ଓଡିଶାଖେଳସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତmahabharatanewsJanuary 27, 2026 by mahabharatanewsJanuary 27, 2026015 ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ...
ଖେଳଦେଶ ବିଦେଶପାକିସ୍ତାନ ବିଶ୍ବକପରୁ ଓହରିଲେ ଆଇସିସି ନେବ କାର୍ଯ୍ୟାନୁଷ୍ଠାନmahabharatanewsJanuary 25, 2026 by mahabharatanewsJanuary 25, 2026026 ବାଂଲାଦେଶ ପରେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୬ ଟି-୨୦ ବିଶ୍ବକପ ନଖେଳିବାକୁ ଯୋଜନା କରୁଛି । ପିସିବି ମୁଖ୍ୟଙ୍କ ବୟାନ ଏହି ଦିଗକୁ ଇଙ୍ଗିତ କରୁଥିବା ବେଳେ ଆଇସିସି ବି କାର୍ଯ୍ୟାନୁଷ୍ଠାନ ନେବାକୁ...
ଖେଳଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶmahabharatanewsJanuary 24, 2026 by mahabharatanewsJanuary 24, 2026031 ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଶନିବାର ସୂଚନା ଦେଇଛି। ଏ ସଂଦର୍ଭରେ ଚିଠି ଲେଖି ଆଇସିସି...
ଖେଳIPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନିmahabharatanewsJanuary 24, 2026 by mahabharatanewsJanuary 24, 2026028 ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ସିଜିନ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଏହି ଆଇକନ୍ ଖେଳାଳି ଫ୍ରାଞ୍ଚାଇଜ ସହିତ ତାଙ୍କର 17ତମ ଅଭିଯାନ ପୂର୍ବରୁ...
ଖେଳଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?mahabharatanewsJanuary 23, 2026 by mahabharatanewsJanuary 23, 2026020 ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନବଲ ଧରିଲେ, ଷ୍ଟାଡ଼ିୟମ ଫାଟି ପଡ଼ୁଥିଲା। ଗତି ସହିତ ଇରଫାନ ଯେପରି ବଲକୁ ଭିତରକୁ ଏବଂ ବାହାରକୁ ସୁଇଙ୍ଗ୍ କରାଉଥିଲେ, ତାହା ଦେଖି ବ୍ୟାଟରଙ୍କ ମୁଣ୍ଡ ମଧ୍ୟ ଘୂରି ଯାଉଥିଲା...
ଖେଳଦେଶ ବିଦେଶମୁହଁ ଖୋଲିଲେ ବାଂଲାଦେଶ ଅଧିନାୟକmahabharatanewsJanuary 21, 2026 by mahabharatanewsJanuary 21, 2026032 ଦିନକୁ ଦିନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ଏବେ କ୍ରିକେଟ୍ ଷ୍ଟାଡିୟମରେ ପହଁଚି ସାରିଛି । ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ...
ଖେଳଦେଶ ବିଦେଶପ୍ରଥମ ଶ୍ରେଣୀ କ୍ରିକେଟ୍ରେ ନେଲେ ୧୦୦୦ ୱିକେଟ୍mahabharatanewsJanuary 20, 2026 by mahabharatanewsJanuary 20, 2026023 କ୍ରିକେଟ୍ ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍ ମଲିନ୍ଦ ପୁଷ୍ପକୁମାର । ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦୦୦ ୱିକେଟ୍ ପୂର୍ଣ୍ଣ କରି ବିରଳ...