ଖେଳପଞ୍ଚମ ଦିନରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟmahabharatanewsSeptember 6, 2021 by mahabharatanewsSeptember 6, 20210300 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
ଖେଳହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀmahabharatanewsSeptember 3, 2021 by mahabharatanewsSeptember 3, 20210247 ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210198 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
ଖେଳନକଲି ନୋଟ ଦେଇ ଫସିଲେ ଯୁବକmahabharatanewsSeptember 2, 2021 by mahabharatanewsSeptember 2, 20210202 (ବୁର୍ଲା) ; ଅଟୋଚାଳକଙ୍କୁ ନକଲି ନୋଟ ଦେଇ ଫସିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲାରେ । ପ୍ରାପ୍ୟ ସୂଚନା ଅନ୍ୟୁାୟୀ ବୁଧବାର ଦିନ ପଦ୍ମପୁର ଅଞ୍ଚଳର ଶ୍ୟାମସୁନ୍ଦର...
ଖେଳପାରାଅଲିମ୍ପିକ୍ସରେ ଭାରତର ଦବଦବାmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210220 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210205 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210202 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...
ଖେଳଭାରତକୁ ଝଟକାmahabharatanewsAugust 30, 2021August 30, 2021 by mahabharatanewsAugust 30, 2021August 30, 20210225 (ଟୋକିଓ): ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଡିସକସନ୍ ଥ୍ରୋରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିପାରିବ ନାହିଁ । ବିରୋଧ ପରେ ତାଙ୍କ...
ଖେଳପନ୍ତଙ୍କୁ ଅମ୍ପାୟାର ଦେଲେ ଚେତାବନୀmahabharatanewsAugust 27, 2021 by mahabharatanewsAugust 27, 20210314 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
ଖେଳଘୋଷଣା ହେଲା ବିଜୁ କ୍ରୀଡା ଯୋଜନାmahabharatanewsAugust 26, 2021 by mahabharatanewsAugust 26, 20210384 ଭୁବନେଶ୍ୱର: ଚଳିତ ବର୍ଷର ବିଜୁ କ୍ରୀଡା ଯୋଜନା ଘୋଷଣା ହୋଇଯାଇଛି । ଏହି ତାଲିକାରେ ବାଜି ମାରିଛନ୍ତି ଭାରତୀୟ ହକି ଟିମର ସଦସ୍ୟ ଅମିତ ରୋହି ଦାସ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ...