Uncategorizedମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନmahabharatanewsApril 28, 2023 by mahabharatanewsApril 28, 20230173 ଅନୁଗୋଳ ସହରର ସ୍ତାନୀୟ ସଭା ଘର ଠାରେ ଆଜି ୧୭୫ ତମ ଜୟନ୍ତୀ ଓ ଆଇନୀଜୀବୀ ଦିବସ ସମାରୋହ ୨୦୨୩ ପାଳନ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ୍ୟାୟ ମୃର୍ତ୍ତି ଶ୍ରୀଯୁକ୍ତ...
Uncategorizedନମୁନା ପରୀକ୍ଷାରେ ବିଫଳ ହେଲା ୪୮ମେଡିସିନmahabharatanewsApril 27, 2023April 27, 2023 by mahabharatanewsApril 27, 2023April 27, 20230183 ସାମ୍ପଲ ଟେଷ୍ଟ ସମୟରେ ବିଫଳ ହେଲା ୪୮ ମେଡିସିନ । ଏହା ମଧ୍ୟରେ ହୃଦରୋଗ ସମ୍ବନ୍ଧିତ ମେଡିସିନ ଥିବା ବେଳେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରୁଥିବା ମେଡିସିନ ବି ରହିଛି। କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ...
Uncategorizedଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟmahabharatanewsApril 21, 2023April 21, 2023 by mahabharatanewsApril 21, 2023April 21, 20230129 ନୂଆଦିଲ୍ଲୀ: ୨୦୦୨ ରେ ଗୁଜୁରାଟର ଗୋଧରାଠାରେ ଟ୍ରେନ୍ କୋଚ୍ ନିଆଁ ଲଗାଇ ୫୯ ଜଣଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ଆଠ ଜଣଙ୍କୁ ଶୁକ୍ରବାର (ଏପ୍ରିଲ ୨୧) ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।...
Uncategorizedଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁmahabharatanewsApril 20, 2023 by mahabharatanewsApril 20, 20230206 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବଡଝରା ଗ୍ରାମର ସାରଙ୍ଗ ସାହୁ ।...
Uncategorizedମା’ଙ୍କ ସହ ରହିବେ ରାହୁଲ ଗନ୍ଧିmahabharatanewsApril 14, 2023April 14, 2023 by mahabharatanewsApril 14, 2023April 14, 20230168 ନୂଆଦିଲ୍ଲୀ :ମାନହାନି ମାମଲାରେ ୨ବର୍ଷ ଜେଲ ଦଣ୍ଡାଦେଶ ଏବଂ ପରେ ସାଂସଦ ପଦ ହରାଇଥିବା ପରେ ଏବେ ଚାଲିଯାଇଛି ସରକାରୀ ବସ ଭବନ ।କଂଗ୍ରେସ ନେତା ରାହୁଲ ଗନ୍ଧିଙ୍କ ସାଂସଦ ପଦ ଯିବା ପରେ...
Uncategorizedପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭmahabharatanewsApril 13, 2023 by mahabharatanewsApril 13, 20230326 ରାୟଗଡ।/ ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଏକ ପରିବାର ନିୟୋଜନ ସଚେତନତା ରଥକୁ ଆଜି ପୁର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ...
Uncategorizedସୁନାବେଡ଼ାରେ ବାହା ବଙ୍ଗ ପର୍ବପର୍ବାଣୀ ଅନୁଷ୍ଠିତmahabharatanewsFebruary 28, 2023 by mahabharatanewsFebruary 28, 20230179 କୋରାପୁଟ : ସୁନାବେଡ଼ା ଆର ଯୁନ ନିକଟରେ ବାହା ବଙ୍ଗ ପର୍ବପର୍ବାଣୀ। ଏ ହେଉଛି ଆମ ଆଦିବାସୀ ମାନଙ୍କ ଗୋଟେ ବଡ଼ ପର୍ବ ବର୍ଷ କରେ ଗଛ ଲତା ଫୁଲ ଫଳ ଅଛି। ତାହାକୁ...
Uncategorizedଚକାଫାଟି ଓଲଟିଲା ବସ୍, ୪୦ ଆହତ, ୧୫ ଗୁରୁତରmahabharatanewsFebruary 14, 2023 by mahabharatanewsFebruary 14, 20230180 କନ୍ଧମାଳ : କୋଟଗଡ ବ୍ଲକ ପଣ୍ଡାଇର୍ପି ମୁଣ୍ଡାସାହିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓଲଟି ୪୦ ଯାତ୍ରୀ ଆହତ, ୧୫ ଗୁରୁତର । ସୂଚନା ଅନୂଯାଇ କୋଟଗଡ ବ୍ଲକ ପଣ୍ଡାଇର୍ପି ନିକଟରେ...
Uncategorizedଅବ୍ୟବସ୍ଥା ଘେରରେ ସିଂଲା ଥାନାmahabharatanewsFebruary 11, 2023February 11, 2023 by mahabharatanewsFebruary 11, 2023February 11, 20230277 ବସ୍ତା /ଅଜିତ କୁମାର ସାହୁ : ଅବ୍ୟବସ୍ଥା ଘେରରେ ସିଂଲା ଥାନା । ଅଭିଯୋଗ କରିବାର ୧୫ ଦିନ ପରେ ମଧ୍ୟ ଅଭିଯୋଗ କାରୀଙ୍କୁ ମିଳୁନି ଅଭିଯୋଗର ନକଲ । କେବଳ ସେତିକି ନୁହଁ,...
Uncategorizedଏମ୍ସର ଚିକିତ୍ସାର ଦିଗରେ ସଫଳତା ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳmahabharatanewsFebruary 11, 2023February 11, 2023 by mahabharatanewsFebruary 11, 2023February 11, 20230162 ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ଜଣେ ପଙ୍ଗୁପ୍ରାୟ ରୋଗୀଙ୍କର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ ହୋଇଛି । ଏହି ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ । ଆଉ...