Uncategorizedସକାଳୁ ସକାଳୁ ପାକିସ୍ତାନ ଲୋକଙ୍କୁ ଭୂକମ୍ପର ଝଟକା ।mahabharatanewsJune 27, 2026 by mahabharatanewsJune 27, 2026046 ଲଗାତାର କିଛିଦନି ଧରି ବିଶ୍ବର କୋଣ ଅନୁକୋଣରେ ଭୂକମ୍ପର ପରିସ୍ଥିତି ଦେଖିବାକୁ ମିଳୁଛି । ନିକଟରେ ଉତ୍ତର ଭେନେଜୁଏଲାରେ ଏହାର ଭୟାବହ ରୂପ ଦେଖିବାକୁ ମିଳିଥିଲା ଯେଉଁଥିରେ ଅନେକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ...
Uncategorizedଚମ୍ପକ ଦ୍ୱାଦଶୀରେ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଚଳନ୍ତି ପ୍ରତିମାmahabharatanewsJune 27, 2026June 27, 2026 by mahabharatanewsJune 27, 2026June 27, 2026032 ପୁରୀ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଛି। ଏକାଦଶୀରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବା ପରେ ଦ୍ୱାଦଶୀ ତିଥିରେ ବର-କନ୍ୟା ରୂପେ...
Uncategorized‘ଜୀବନ ବିପଦରେ…’, ଭାଇକୁ ଭଉଣୀର ମହିଳାଙ୍କ ଶେଷ କଲ୍, ପ୍ରେମ ବିବାହର ଅଢ଼େଇ ମାସ ପରେ ଆସିଲା ମୃତ୍ୟୁ ଖବରmahabharatanewsMay 3, 2026 by mahabharatanewsMay 3, 2026071 ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ସୁଭାଷ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ତାଙ୍କ ବାପାମାଆ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର...
Uncategorizedବିହାରରେ ଏକ ନୂତନ ମନ୍ତ୍ରଣାଳୟ ଚାହୁଁଛନ୍ତି ଚିରାଗ ପାସୱାନmahabharatanewsApril 29, 2026April 29, 2026 by mahabharatanewsApril 29, 2026April 29, 2026041 ଦିଲ୍ଲୀରେ ବିହାରର ଜଣେ ଯୁବକଙ୍କୁ ହତ୍ୟା ଘଟଣା ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ର...
Uncategorizedଆଲୁ ଅର୍ଜୁନ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତିmahabharatanewsApril 17, 2026 by mahabharatanewsApril 17, 2026053 ତେଲୁଗୁ ଚଳଚ୍ଚିତ୍ର ତାରକା ଆଲୁ ଅର୍ଜୁନ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟଲିଉଡ୍ ଅଭିନେତା ଆଲୁ ଅର୍ଜୁନ ଆଶ୍ୱସ୍ତି ପାଇଁ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି।...
Uncategorizedମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢିଲା ସାବୁନ ରେଟ୍ ।mahabharatanewsApril 17, 2026 by mahabharatanewsApril 17, 2026098 ଗ୍ୟାସ୍ – ପେଟ୍ରୋଲ ପରେ ଏବେ ଗାଧୁଆ ଘର ଉପରେ ପଡିଛି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । କାରଣ ବଢିଲାଣି ସାବୁନ ନିର୍ମିତ କଞ୍ଚାମାଲର ଦର । କଞ୍ଚାମାଲ ଦର ବଢ଼ିଯିବାରୁ ଦେଶର ଅଗ୍ରଣୀ...
Uncategorizedଦିଲ୍ଲୀ ବିମାନ ବନ୍ଦରରେ ଟଳିଗଲା ବଡ ବିମାନ ଦୁର୍ଘଟଣା ।mahabharatanewsApril 16, 2026 by mahabharatanewsApril 16, 2026049 ନିକଟ ଅତୀତରେ ଅନେକ ବିମାନ ଦୁର୍ଘଟଣା ଘଟିଛି ଯାହର ଭୟାବହ ଚିତ୍ର ଆମ ମନରୁ ଲିଭି ନଥିବାବେଳେ ଆଜି ପୁଣି ଥରେ ଦୁଇ ବିମାନ ମଧ୍ୟରେ ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବସତଃ ଏହି...
Uncategorizedଅଙ୍ଗନୱାଡ଼ି ହିତାଧିକାରୀଙ୍କୁ ମିଳୁଛି କମ ଓଜନର ସାମଗ୍ରୀ ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ୍mahabharatanewsMarch 22, 2026 by mahabharatanewsMarch 22, 2026050 ବଡଚଣା ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ। ଏମ୍. ଏସ. ୱାଇ. ବାଲିଚନ୍ଦ୍ରପୁର ଯୋଜନା ଅର୍ଥାତ ଗର୍ଭବତୀ ଓ କିଶୋରୀ ବାଳିକାମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ଦୁର୍ନୀତି ନେଇ ସଙ୍ଗୀନ ଅଭିଯୋଗ ।...
Uncategorizedଦେଶ ବିଦେଶମଦ ନୀତି ମାମଲା: କେଜରିୱାଲ ଏବଂ ଅନ୍ୟ 23 ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍mahabharatanewsMarch 9, 2026 by mahabharatanewsMarch 9, 2026043 ଦିଲ୍ଲୀର ଉତ୍ପାଦ ଶୁଳ୍କ ନୀତିରେ ହୋଇଥିବା ଅଭିଯୋଗ ଘୋଟାଲା ସହିତ ଜଡିତ ସିବିଆଇ ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ସମସ୍ତ ୨୩ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜରିୱାଲଙ୍କୁ...
Uncategorizedମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନmahabharatanewsMarch 2, 2026March 2, 2026 by mahabharatanewsMarch 2, 2026March 2, 2026056 ଦୀର୍ଘ ଦିନ ହେବ ଅବହେଳିତ ହୋଇଆସୁଥିବା ଗ୍ରାମ ରେ ଖୁସି ଆସିଛି ସେଇ ପରିପେକ୍ଷୀରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ଯୋରନ୍ଦା ପଞ୍ଚାୟତ ପାଇକରା ପୁର ଗ୍ରାମରେ ମହିଳା ଗୋଷ୍ଠୀ କେନ୍ଦ୍ର ଏବଂ ଲଷ୍ମୀ...