Uncategorized

ସକାଳୁ ସକାଳୁ ପାକିସ୍ତାନ ଲୋକଙ୍କୁ ଭୂକମ୍ପର ଝଟକା ।

ଲଗାତାର କିଛିଦନି ଧରି ବିଶ୍ବର କୋଣ ଅନୁକୋଣରେ ଭୂକମ୍ପର ପରିସ୍ଥିତି ଦେଖିବାକୁ ମିଳୁଛି । ନିକଟରେ ଉତ୍ତର ଭେନେଜୁଏଲାରେ ଏହାର ଭୟାବହ ରୂପ ଦେଖିବାକୁ ମିଳିଥିଲା ଯେଉଁଥିରେ ଅନେକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ପାଖାପାଖ ୧୦୦୦ ଛୁଇଁଲାଣି । ଏହାର ସାଘାଂତିକ ରୂପ ଦେଖିବା ପରେ ଆଜି ସକାଳୁ ସକାଳୁ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଆତଙ୍କିତ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଛି।

Magnitude 5.3 Earthquake Jolts Pakistan, No Immediate Damage or Casualties  Reported

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ଭୂପୃଷ୍ଠର ପ୍ରାୟ ୩୫ କିଲୋମିଟର ଗଭୀରତାରେ ଚ ହୋଇଥିବା ଅନୁମାନ କରାଯାଉଛି।

Pakistan earthquake: Houses collapse in 5.8 tremor

ରିପୋର୍ଟ ଅନୁଯାୟୀ, ଶନିବାର ସକାଳ ସ୍ଥାନୀୟ ସମୟ ସକାଳ ୮ଟା ୫୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ପୃଷ୍ଠରୁ ପ୍ରାୟ ୪୦ ରୁ ୭୫ କିଲୋମିଟର ତଳେ ଅବସ୍ଥିତ ଥିଲା। ତେବ ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଏପର‌୍ୟ୍ୟନ୍ତ ମିଳିନାହିଁ।

Related posts

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

କୋରୋନା ଭୂତାଣୁ ସଂକ୍ରମଣରେ କେରଳ ଆଗରେ

mahabharatanews

୧୯ ଦିନ ପାଇଁ ଲକଡାଉନ ବଢାଇଲେ ପ୍ରଧାନମନ୍ତ୍ରୀ

mahabharatanews