Uncategorized

ରାଜଧାନୀରେ ଭୂକମ୍ପ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ଜଣାପଡିନାହିଁ । ଭୂକମ୍ପ ଝଟ୍‌କା ଅନୁଭୂତ ହେବା କ୍ଷଣି ଲୋକମାନେ ଘରୁ ବାହାରକୁ ଆସିବାର ଦେଖିବାକୁ ମିଳିଥିଲା । କିଛି ସେକେଣ୍ଡ ଧରି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।
ଦିଲ୍ଲୀରେ ଆଜି ଦିନ ପ୍ରାୟ ୧.୪୫ ସମୟରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କିଛି ସମୟ ପୂର୍ବରୁ ଦିଲ୍ଲୀରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା । ଏହାପରେ କମ୍ପନ ହୋଇଇôଲା ।

Related posts

ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା ଦାବି କଲା ଜେଏନୟୁ ଛାତ୍ର ସଂସଦ

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

mahabharatanews

Leave a Comment