Uncategorized

ରାଜଧାନୀରେ ଭୂକମ୍ପ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ଜଣାପଡିନାହିଁ । ଭୂକମ୍ପ ଝଟ୍‌କା ଅନୁଭୂତ ହେବା କ୍ଷଣି ଲୋକମାନେ ଘରୁ ବାହାରକୁ ଆସିବାର ଦେଖିବାକୁ ମିଳିଥିଲା । କିଛି ସେକେଣ୍ଡ ଧରି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।
ଦିଲ୍ଲୀରେ ଆଜି ଦିନ ପ୍ରାୟ ୧.୪୫ ସମୟରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କିଛି ସମୟ ପୂର୍ବରୁ ଦିଲ୍ଲୀରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା । ଏହାପରେ କମ୍ପନ ହୋଇଇôଲା ।

Related posts

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

mahabharatanews

ସୋସିଅ।ଲ୍ ମିଡ଼ିଅ।ରେ ଛାତ୍ରୀଛାତ୍ରଙ୍କୁ ଦିଅ।ଯିବ ହୋମ୍ ୱାର୍କ

mahabharatanews