ଓଡିଶା

ଜୁନ ପରେ ଜୁଲାଇରେ ନିଅଣ୍ଟିଆ ବର୍ଷା,ଚିନ୍ତାରେ ଚାଷୀ 

(ଭୁବନେଶ୍ଵର) : ଜୁନରେ ଏବଂ ଜୁଲାଇରେ ମଧ୍ୟ ଲଗାତାର ନିଅଣ୍ଟିଆ ବର୍ଷା ଚାଷୀଙ୍କ ମନବଳ ଭାଙ୍ଗି ସାରିଲାଣି । ଦିନକୁ ଦିନ  ସ୍ଥିତିକୁ ଅଧିକ ସାଂଘାତିକ କଲାଣି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ ୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭% କମ୍‌ ରହିଛି। ସେହିଭଳି ୧୪ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିପାରେ। ୧୫ ଓ ୧୬ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ସୂଚନାନୁଯାୟୀ , ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

Related posts

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

mahabharatanews

ଚୋରା ମଦ ଧରିବାରେ ସଫଳ ହୋଇଛି ହିଂଜିଳି ପୋଲିସ

mahabharatanews