ଓଡିଶା

ଅନୁଭବ-ବର୍ଷା ମାମଲା: ବିବାହ ବିଛେଦ ପାଇଁ ଅନୁମତି 

(ଭୁବନେଶ୍ୱର) :  ଅନୁଭବଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ ରାୟକୁ ଖାରଜ ମଧ୍ୟ କରିଛନ୍ତି ।

ସୂଚନାନୁଯାୟୀ, ତଳ କୋର୍ଟ ପୂର୍ବରୁ ଏହି ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ | ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ | କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି | ଉଲ୍ଲେଖଯୋଗ୍ୟ ଯେ ପତ୍ନୀ ବର୍ଷା ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିଥିଲେ ମଧ୍ୟ ଅନୁଭବଙ୍କୁ ଛାଡ଼ପତ୍ର ମଞ୍ଜୁର କରି ନଥିଲେ। ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ। ପରିବାର ଅଦାଲତର ଏହି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟରେ ଅପିଲ ଦାୟର କରିଥିଲେ ।

Related posts

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews

୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷା ହେବାର ସମ୍ଭାବନା !

mahabharatanews

କ୍ୱାରେଣ୍ଟାଇନ କେନ୍ଦ୍ରରେ ଉନ୍ନତ କାଣ୍ଡ, ଥାନାରେ ଅଭିଯୋଗ

mahabharatanews