ଓଡିଶା

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

ସମ୍ବଲପୁର: ସମ୍ବଲପୁରରେ ଅଇ ୨୪ ଘଣ୍ଟା ବନ୍ଦ ରହିବ ଇଣ୍ଟର ନେଟ ସେବା ।ଆସନ୍ତା କାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଏହି ସମୟରେ ହ୍ୱାଡସପ୍, ଟୁଇଟର , ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ ରହିବ । ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ ହୋଇଥିବା ବେଳେ ସକାଳ ୭ଟା ୩୦ରୁ ୧୧ଟା ୩୦ ପର୍ୟ୍ୟନ୍ତ ଖୋଲା ରହିବ ଦୋକାନବଜାର । ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଖୋଲିବ ଦୋକାନ । ଗତକାଲି ଝଜଉ ସତ୍ୟବ୍ରତ ସାହୁ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଅନୁଧ୍ୟାନ କରି ସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ କହିଛନ୍ତି । ବର୍ତ୍ତମାନ ୪୮ଘଣ୍ଟା ମଧ୍ୟରେ କୌଣସି ଗଣ୍ଡୋଗଳ ହୋଇନଥିବା ବେଳେ ଖୁବଶୀଘ୍ର ସ୍ଥିତି ଫେରିବା ସହ ଭାଇଚାରା ବଜାୟ ରଖବବା କୁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।

Related posts

ନୀଳକନ୍ଦରକୁ ବାହାୁଡିଲେ ନୀଳାଦ୍ରିପତି

mahabharatanews

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ଭିମସାର ଆଇସୋଲେସନରେ ମହାରାଷ୍ଟ୍ର ଫେରନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews