Uncategorized

ଦି ମୁଣ୍ଡିଆ ସାପ ଦେଖିବାକୁ ଜନ ସମାଗମ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦୁଇ ମୁଣ୍ଡିଆ ସାପ କଥା କହିଲେ କିଛି ଜଣ ଏହାକୁ ଗପ ଭାବି ଏଡ଼ାଇ ଦେଇଥାନ୍ତି । କିନ୍ତୁ ଏହି ଦୁଇ ମୁଣ୍ଡି଼ିଆ ସାପର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ବେଲଡ଼ା ପଞ୍ଚାୟତର ଏକରୁଁଖୀ ଗ୍ରାମରେ । ଦୁଇ ମୁଣ୍ଡିଆ ସାପକୂ ଦେଖିବା ପାଇଁ ଜନ ସମାବେଶ ବଢ଼ିବାରେ ଲାଗିଛି । ଏହି ପ୍ରଜାତିର ଖୁବ କମ ସାପ ଦେଖିବାକୁ ମିଳେ । ଏହାକୁ ଲୋକେ କ୍ଷୀର ଦେବା ପାଇଁ ପାଖା ପାଖି ଅଞ୍ଚଳରୁ ଆସୁଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ସାପଟି କେଉଁ ପ୍ରଜାତିର ଅନୁସନ୍ଧାନ ଜାରି ରଖିଛନ୍ତି । । ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଜଣେ ବ୍ୟକ୍ତି ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ ଜ୍ଝ ଏହାପରେ ସେ ଗ୍ରାମବାସୀଙ୍କୁ କହିବା ପରେ ଲୋକମାନେ ପ୍ରଥମେ ବିଶ୍ୱାସ କରିନଥିଲେ ଜ୍ଝ କିନ୍ତୁ ଏହାପରେ ନିଜ ଆଖିରେ ଦେଖିବା ପରେ ଏବେ ଏହି ସାପକୁ କ୍ଷୀର ପିଇବାକୁ ଦିଆଯାଉଛି ଜ୍ଝ

Related posts

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

mahabharatanews

ଜଳଗାଓଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୫ ମୃତ

mahabharatanews

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews