ଭାରତ

ଭାରତରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡ

ବ୍ୟୁରୋ:ଦୀର୍ଘ ୬ ମାସ ପରେ କରୋନା ସଂକ୍ରମଣରେ ଏକ ବଡ ଧରଣର ବିିରାମ ଲାଗିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି । ୧୩୩୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୬ ମୃତ୍ୟୁ ହୋଇଛି । ତେବେ ଏଥି ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୪୪,୦୭୬ ରେ ପହଚିଂଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୮,୯୭୭ରେ ପହଚିଂଛି । ସେହିଭଳି ଦେଶରେ କରୋନାରୁ ପ୍ରତ୍ୟାବର୍ତ୍ତନ ହୋଇଥିବା ହାର ହେଉଛି ୯୮.୭୬ ପ୍ରତିଶତ । ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୧୯୩ ଥିବା ରେକର୍ଡ ହୋଇଛି ।

Related posts

ମିସନ୍ ଲାଇଫ ର ଶୁଭାରମ୍ଭ ପ୍ରୋଗ୍ରାମରେ ଜାତିସଂଘ ମୁଖ୍ୟ

mahabharatanews

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

mahabharatanews

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

mahabharatanews