ଭାରତରାଜନୀତି

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

ନୂଆଦିଲ୍ଲୀ:ଆଜି କଂଗ୍ରେସର ନବ ନିର୍ବାଚିତ ଅଣ ଗାନ୍ଧୀ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡଗେ ପଦଭାର ସମ୍ଭାଳିଛନ୍ତି  ।  ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ୟ୍୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ୟର୍୍୍ୟକ୍ରମ ମାଧ୍ୟମରେ ଖଡଗେ ଦାଇତ୍ୱ ଗ୍ରହଣ କରିବା ସମୟରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉପସ୍ଥିତ ଋହିଥିଲେ।ଏହି କାର୍ୟ୍ୟକ୍ରମରେ ବହୁ ବିଧାୟକ ଦଳ ନେତା, ଏଆଇସିସି କର୍ମକର୍ତ୍ତା, ସମସ୍ତ ସାଂସଦ ମଧ୍ୟ ଯୋଗ ଦେଇଥିଲେ । ୨୪ ବର୍ଷ ପରେ ଗ।ନ୍ଧୀ ପରିବାର ହାତରୁ କଂଗ୍ରେସର ଦାଇତ୍ୱ ଖଡେଗଙ୍କ ହାତାକୁ ଯାଇଛିା ଏହା ସହ ତାଙ୍କ ଉପରେ ରହିଛି ଅନେକ ଚ୍ୟାଲେଞ୍ଜର ପାହାଡ,ଏବେ ଦେଶରେ କଂଗ୍ରେସର ସ୍ଥିତି ସବୁଠାରୁ ଖରାପ ଅବସ୍ଥା ଦେଇ ଗତି କରୁଛି ।

ଏହା ସହ ସବୁ ରାଜ୍୍ୟରେ କଂଗ୍ରେସର ଗୋଷ୍ଠି କନ୍ଦଳ କଂଗ୍ରେସର ସ୍ଥିତିକୁ ଆହୁର୍ି ଖରାପ କରିଚାଲିଛିସବୁଠାରୁ ବଡ ଉଦାହାରଣ ହେଉଛି ରାଜସ୍ଥାନର ରାଜନୈ÷ତିକ ସଂକଟ । ତା ସହ ଆଗକୁ ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଅଛି ଖଡଗେଙ୍କ ଲାଗି ସବୁଠୁ ବଡ ଅଗ୍ନି ପରୀକ୍ଷା ହେଉଛି ୨୦୨୪ ଲୋକସଭା ନିର୍ବାଚନ।ଖଡଗେଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ମଜବୁତ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି। ତେଣୁ ୨୦୨୪ ସାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ଏକଜୁଟ୍ ରଖିବା ଖଡଗେଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିବ

Related posts

‘ମଣିଷକୁ ସହଜରେ ସଂକ୍ରମିତ କରିପାରେ ବାର୍ଡ ଫ୍ଲୁ’: ହୁ 

mahabharatanews

ଆତଙ୍କବାଦୀ ପରମଜିତକୁ ଗୁଳିକରି ହତ୍ୟା

mahabharatanews

ନଓ୍ଵାବ ମଲ୍ଲିକ ଗିରଫ

mahabharatanews