ଓଡିଶା

 ନୀଳାଚଳ ଅବଢ଼ା ପାଇ କୃତାର୍ଥ ହେଲେ ଶହ ଶହ ଭକ୍ତ 

(ପୁରୀ) : ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିଳାଦ୍ରୀ ବିଜେ ହୋଇସାରିଛି  । ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହୋଇଛନ୍ତି  ଭକ୍ତ ଓ ସେବାୟତ । ଏହାରି ଭିତରେ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ ।  ରବିବାର ଦିନ ଅବଢ଼ା ବାହାରିବା ବେଳକୁ ୫ଟା ୧୭ ମିନିଟ୍‌ ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। କିନ୍ତୁ କାଲି ସମୟନୁସାରେ ଭକ୍ତ ମାନେ ନୀଳାଚଳ ଅବଢ଼ା ପାଇଁ ଧନ୍ୟ ମନେ କରିଛନ୍ତି ।  ଏପରି କି  ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା।

Related posts

ଜ୍ୱର, ଫ୍ଲୁ ଚିକିତ୍ସା ପାଇଁ ୧୬ ହସ୍ପିଟାଲ ତାଲିକା ଜାରି

mahabharatanews

ଜାତିସଂଘର ଜନସେବା ପୁରସ୍କାରରେ ମୋ ବସ୍ ପୁରସ୍କୃତ

mahabharatanews

୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି

mahabharatanews