ମନୋରଞ୍ଜନ

ପରଦାରେ ନଜର ଆସିବେ ବଲିଉଡ୍‌ର ଶ୍ରଦ୍ଧା କପୁର ଓ ରଣବୀର କପୁର

(ମୁମ୍ବାଇ) : ଖୁବ ଶୀଘ୍ର ଗୋଟିଏ ପରଦାରେ ନଜର ଆସିବେ ବଲିଉଡ୍‌ର ଶ୍ରଦ୍ଧା କପୁର ଓ ରଣବୀର କପୁର । ତେବେ ଏପର୍ଯ୍ୟନ୍ତ ଉଭୟଙ୍କୁ ଏକସଙ୍ଗେ ପରଦାରେ ଦେଖିବାକୁ ମିଳିନାହିଁ । ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ନବବିବାହିତ ଫିଲ୍ମମେକର୍‌ ଲଭ୍‌ ରଞ୍ଜନ ଘୋଷଣା କରିଛନ୍ତି, ତାଙ୍କର ଏକ ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖ ଅର୍ଥାତ ହୋଲି ଅବସରରେ ମୁକ୍ତିଲାଭ କରିବ ।

ସୂଚନାନୁଯାୟୀ , ଲଭ୍‌ ରଞ୍ଜନ ଓ ଅଙ୍କୁର ଗର୍ଗ ଏହାର ପ୍ରଯୋଜନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶ୍ରଦ୍ଧା ନିଜର ଏକ ଅପ୍‌କମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ସମୟରେ ସେ ଏକାଧିକ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ ।

Related posts

ଧୁମ ମଚାଉଛି ଚଳଚ୍ଚିତ୍ର ‘ଦେବରା’ର ଟିଜର

mahabharatanews

ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ

mahabharatanews

ଫିଲ୍ମ ‘ଆନିମଲ’ରେ ରଣବୀରଙ୍କ ଲୁକ ଦେଖି ଅବାକ ଦର୍ଶକ

mahabharatanews