ଓଡିଶା

ଶାନ୍ତିପଡାରେ ଏକ ଆତ୍ମହତ୍ୟା

(ମଧୂସୁଦନ ବହିଦାର) ବଲାଙ୍ଗୀର : ଗତକାଲି ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗୀର ସ୍ଥିତ ଶାନ୍ତିପଡା ରେ ରହୁଥିବା ଝରଣା ସାହୁ, ବୟସ ୨୬ ହୋଇଥିବା ବେଳେ ସେ ଘର ଭିତର ପଟୁ କବାଟ ବନ୍ଦ କରି ବେକରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି। ଝରଣାଙ୍କ ନିଜ ବାପାଘର ମଧ୍ୟ ସେହି ପଡ଼ାରେ ଅବସ୍ଥିତ। ତାଙ୍କ ବାହା ହେବା ୭ବର୍ଷ ହୋଇଥିବା ବେଳେ ତାଙ୍କ ଗୋଟିଏ ୬ବର୍ଷର ଶିଶୁପୁତ୍ର ଅଛି। ତାଙ୍କ ସ୍ୱାମୀ ଜୀବର୍ଧନ ସାହୁଙ୍କ ସହିତ ମଧ୍ୟ ତାଙ୍କର କିଛି ସମ୍ପର୍କ ଖରାପ ନ ଥିଲା ବୋଲି ଜୀବର୍ଧନ କହିଛନ୍ତି। ଏବଂ ଏହି ଘଟଣାର ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଭୀମଭୋଇ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଛି।

Related posts

ଜାଗର ଯାତ୍ରା :୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

mahabharatanews

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ବାହୁଡା ଓ ସୁନାବେଶ ପାଇଁ ପୁରୀରେ ନୂଆ କଟକଣା ଲାଗୁ

mahabharatanews