ଓଡିଶାଜିଲ୍ଲା ଜିଲ୍ଲା ବୁଲୁଛି ଅହିଂସା ରଥmahabharatanewsSeptember 28, 2022 by mahabharatanewsSeptember 28, 20220198 ବାଣପୁର/ ଚାଣକ୍ୟ ମିଶ୍ର : ସ୍ଵଧୀନତାର ୭୫ବର୍ଷ ଉପଲକ୍ଷେ ମହାତ୍ମା ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗତ ସ୍ଵାଧୀନତା ଦିବସ ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥକୁ ଉନ୍ମୋଚନ କରିଥିଲେ। ଏହି...
ଅପରାଧଓଡିଶାଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍ ଚୋରି କରିବା ଘଟଣା , ମାସେ ପରେ ବନ୍ଧା ହେଲେ ୫ ଜଣmahabharatanewsSeptember 28, 2022 by mahabharatanewsSeptember 28, 20220170 ପାରାଦୀପ: ଡ୍ରାଇଭରକୁ ମହାନଦୀକୁ ଠେଲି ଦେଇ ଟ୍ରକ୍ ନେଇ ଫେରାର ହୋଇଥିବା ଘଟଣା, ମାସେ ପରେ ଗିରଫ ହେଲେ ୫ ଜଣ ଅଭିଯୁକ୍ତ । ଟ୍ରକ୍ ବିକି ମାଲେମାଲ ନିଶାରେ ଘଟାଇଥିଲେ ଅମାନବୀୟ କାଣ୍ଡ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି : ୨୦୮ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 28, 2022 by mahabharatanewsSeptember 28, 20220214 ଭୁବନେଶ୍ୱର : ପୁଣି ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି। ଯାହା ୨ ଶହ ଉପରେ ରହିଛି। ଗତକାଲି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪...
ଭାରତସ୍ୱାସ୍ଥ୍ୟଦେଶରେ କରୋନା ସଂକ୍ରମଣ କମିଛି ; ୩,୨୩୦ ଜଣ କରୋନା ପଜିଟିଭ ଚିହ୍ନଟ mahabharatanewsSeptember 27, 2022 by mahabharatanewsSeptember 27, 20220139 ନୂଆଦିଲ୍ଳୀ: ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତକାଲି ୪,୧୨୯ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିଲା । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩,୨୩୦ ଜଣ...
ଅପରାଧଓଡିଶାRBSK ମ୍ୟାନେଜର ଅଫିସରେ ବସି ମଦ ପିଉଥିବାର ଫଟୋ ଭାଇରାଲmahabharatanewsSeptember 27, 2022 by mahabharatanewsSeptember 27, 20220132 ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରୀ ବାବୁଙ୍କ ମଦ ପିଇବା ନିଶା, ଅଫିସ ଭିତରେ ମଦ ରଖି ଖୁଲମ ଖୁଲା ପିଉଛନ୍ତି ସରକାରୀ କର୍ମଚାରୀ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀ ମଦ...
ଓଡିଶାସରକାରୀ ସହାୟତା ପରେ ହିଁ ବୃକ୍ଷରୋପଣ ସମ୍ଭବmahabharatanewsSeptember 27, 2022 by mahabharatanewsSeptember 27, 20220164 ବାଲେଶ୍ଵର/ ଅଜିତ କୁମାର ସାହୁ : ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ଜୀବସତ୍ତା ରହିବ ନାହିଁ। ଏକ ସୁସ୍ଥ ସମାଜ ଓ ସନ୍ତୁଳିତ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଯେ କେତେ ରହିଛି,...
ଓଡିଶାହାତୀ ଆତଙ୍କରେ ଭୟଭୀତ ଗ୍ରାମବାସୀmahabharatanewsSeptember 27, 2022 by mahabharatanewsSeptember 27, 20220166 ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ଚଳ ପ୍ରଚଳ ହେଉଛନ୍ତି।ଯାହା ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ବ୍ୟାପକ ଫସଲ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କାରୋନା ସଂକ୍ରମଣ ବଢିଛି ; ୧୬୭ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 27, 2022September 27, 2022 by mahabharatanewsSeptember 27, 2022September 27, 20220162 ଭୁବନେଶ୍ୱର : ରାଜ୍ୟରେ ଦୈନିକ କାରୋନା ସଂକ୍ରମଣ ବଢିଛି । ଯାହା ୨ ଶହ ତଳେ ରହିଛି। ଗତକାଲି ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୬୪ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 26, 2022 by mahabharatanewsSeptember 26, 20220255 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ଯାହା ୨ ଶହ ତଳେ ରହିଛି। ଗତକାଲି ୨୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...
ଓଡିଶାଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନmahabharatanewsSeptember 26, 2022 by mahabharatanewsSeptember 26, 20220154 ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ-ସୁନାଖଣି ନୂତନ ରେଲୱେ ଷ୍ଟେସନକୁ ଦିନିକିଆ ଗସ୍ତରେ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଗୋଡିବନ୍ଧ ସ୍ଥିତ ନବନିର୍ମିତ ସୁନାଖଣି ରେଳ...