ଓଡିଶାରାଉରକେଲାରେ ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କmahabharatanewsDecember 25, 2023 by mahabharatanewsDecember 25, 20230120 (ବଲାଙ୍ଗୀରି) : ରାଉରକେଲାରେ ପରେ ଏବେ ବଲାଙ୍ଗିରରେ ଡାଇରିଆ ଆତଙ୍କ । ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା...
ଓଡିଶାଦୁର୍ଘଟଣାକେମିକାଲ ମିଶ୍ରଣ ବେଳେ ଗୋଳାବାରୁଦ କରାଖାନାରେ ବିସ୍ଫୋରଣ ,୨ଗୁରୁତରmahabharatanewsApril 28, 2023April 28, 2023 by mahabharatanewsApril 28, 2023April 28, 20230109 ବଲାଙ୍ଗୀର: ଗୋଳାବରୁଦ କାରଖାନାରେ ବିସ୍ଫୋରଣ । ବଲାଙ୍ଗରୀ ସ୍ଥିତ ଗୋଳାବାରୁଦ କାରଖାନାରେ ୟୁନିଟି -୩ କେମିକାଲ ମିଶ୍ରଣ ବେଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ୨ଜଣ ଗୁରୁତର ଆହାତ...
ଓଡିଶାଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରୁଥିବା ବେଳେ ଧରା ପଡିଲା ଚୋରmahabharatanewsApril 17, 2023 by mahabharatanewsApril 17, 20230130 ବଲାଙ୍ଗୀର/ଜଗନ୍ନାଥ ଧରୁଆ : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରୁଥିବା ବେଳେ ଧରା ପଡିଲା ଚୋର | ଗତକାଲି ରବିବାର ଅପରାହ୍ନ ୦୨:୪୫ ରେ ଜଗନ୍ନାଥ ନିଆଲ...
ଓଡିଶାଭାରତରାଜନୀତିଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପmahabharatanewsSeptember 10, 2022 by mahabharatanewsSeptember 10, 20220146 ବଜେଟ ଆବଣ୍ଟନ ଠାରୁ ପ୍ରକଳ୍ପରେ କମ ପାଣ୍ଠି ଖର୍ଚ୍ଚ ହେଉଛି ବଲାଙ୍ଗୀର: ରେଳ ମନ୍ତ୍ରଣାଳୟର ଅବହେଳା ଲାଗି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଖର୍ଚ୍ଚ ବହୁଳ ପ୍ରକଳ୍ପ ଭାବେ ପରିଗଣିତ ହୋଇଛି। ସୂଚନା ଅନୁସାରେ...
ଓଡିଶାଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳାmahabharatanewsAugust 19, 2022 by mahabharatanewsAugust 19, 20220188 ବଲାଙ୍ଗୀର: ଚଳନ୍ତା ଟ୍ରେନରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଚିକିତ୍ସା ଲାଗି କୋରାପୁଟ-ରାଉରକେଲା ଏକ୍ସପ୍ରେସରେ ବୁର୍ଲା ବଡ...
ଓଡିଶାବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତmahabharatanewsAugust 4, 2022August 4, 2022 by mahabharatanewsAugust 4, 2022August 4, 20220196 ମୃତ୍ୟୁ ମୁଖରୁ ବର୍ତ୍ତିଗଲା ୬ ବର୍ଷର ଶିଶୁ ବଲାଙ୍ଗୀର: ରାଜ୍ୟରେ ଦିନକୁ ଦିନ ଫସଲ ଜନିତ କ୍ଷୟକ୍ଷତି ଓ ଋଣ କାରଣରୁ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି। ସରକାରଙ୍କର ବ୍ୟାପକ ଆର୍ଥିକ ସହାୟତା ସତ୍ତେ୍ୱ...
ଓଡିଶାଭୀମ ଭୋଇ ମେଡିକାଲ କଲେଜରେ ଅଘଟଣmahabharatanewsApril 22, 2022 by mahabharatanewsApril 22, 20220226 ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ଏମବିବିଏସ୍ ଛାତ୍ରଙ୍କ ହଷ୍ଟେଲ ଛାତରୁ ଖସି ପଡି ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି ।...
ଓଡିଶାକୁକୁର ରକ୍ତ ପିଇଲେ ଛୋଟ ପିଲାmahabharatanewsMarch 2, 2022 by mahabharatanewsMarch 2, 20220158 ବଲାଙ୍ଗୀର: ଅନ୍ଧ ବିଶ୍ୱାସରେ ପଡି ଲୋକେ କାହିଁ କେତେ ପଶୁବଳୀଠୁ ଆରମ୍ଭକରି ନରବଳୀ ପକାଇବାକୁ ମଧ୍ୟ ପଛାଇ ନ ଥାନ୍ତି । ନିରିହ ଜୀବଙ୍କର କୌଣଷି ଭୁଲ ନ ଥାଇ ମଧ୍ୟ ବଳୀ ପଡି...
ଓଡିଶାମୁଖ୍ୟମନ୍ତ୍ରୀଙ୍କ ବଳାଙ୍ଗୀର ଗସ୍ତmahabharatanewsSeptember 22, 2021 by mahabharatanewsSeptember 22, 20210190 ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ପାଇଁ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ଖୁବ ଶୀଘ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନରେ କରାଯିବ ଶୁଭାରମ୍ଭ । ଏହା ବ୍ୟତୀତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ବ୍ୟବସ୍ଥା...
ଓଡିଶାବର୍ଷା ଲାଗି ସ୍କୁଲ ଛୁଟିmahabharatanewsSeptember 14, 2021 by mahabharatanewsSeptember 14, 20210206 (ବଲାଙ୍ଗୀର): ପ୍ରବଳ ବର୍ଷା ଲାଗି ସ୍କୁଲ ବନ୍ଦ । ଏନେଇ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ ଛୁଟି ଥିବା ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ତେବେ...