ଓଡିଶାଓଡ଼ିଶା ବନ୍ଦ ଡାକରା: ଅନୁଗୋଳରେ ବନ୍ଦର ପ୍ରଭାବmahabharatanewsOctober 9, 2026 by mahabharatanewsOctober 9, 2026016 ୪ ଦଫା ଦାବି ନେଇ କଂଗ୍ରେସ ଓ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ...
ଓଡିଶାଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିରmahabharatanewsJuly 23, 2026July 23, 2026 by mahabharatanewsJuly 23, 2026July 23, 2026044 ବଅଁରପାଳ +୩ କଲେଜ ପରିସରରେ ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଅଷ୍ଟାଦଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅରୁଣାଭ...
ଓଡିଶାକଙ୍କିନାଳୀ ଠାରେ ବିଧାୟକଙ୍କ ଦ୍ୱାରା ବିଜେପି କାର୍ଯ୍ୟାଳୟ ଉଦଘାଟିତmahabharatanewsJuly 12, 2026 by mahabharatanewsJuly 12, 2026035 ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଳସିପାଳ ଗ୍ରାମ ପଞ୍ଚାୟତ ର କଙ୍କିନାଳୀ ଠାରେ ଏକ ନୂତନ ବିଜେପି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି, ଏହାକୁ ଅନୁଗୋଳ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ...
ଓଡିଶାଅନୁଗୋଳରେ ବିଶ୍ବ ଯକ୍ଷ୍ମା ଦିବସ-୨୦୨୬ ପାଳିତmahabharatanewsMarch 25, 2026 by mahabharatanewsMarch 25, 2026054 ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ବିଶ୍ୱ ଯକ୍ଷ୍ମା ଦିବସ ୨୦୨୬ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ...
ଓଡିଶାଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି ‘ଦିଶା’ ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତmahabharatanewsMarch 2, 2026 by mahabharatanewsMarch 2, 2026048 ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପରିଷଦ ଦ୍ବାରା ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି (ଦିଶା ) ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି...
ଓଡିଶାମହାଶିବରାତ୍ରିରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମmahabharatanewsFebruary 16, 2026 by mahabharatanewsFebruary 16, 2026072 ମହାଶିବରାତ୍ରି ଅବସରରେ ଅନୁଗୋଳର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳଠାରୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ ଏବଂ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା...
ଓଡିଶା୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନmahabharatanewsNovember 20, 2025 by mahabharatanewsNovember 20, 2025070 ସ୍ଥାନୀୟ ଅନୁଗୁଳ ସହର ଟାଉନହଲ ଠାରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ମହାସମାରୋହରେ ପାଳନ ହୋଇଯାଇଛି। ସମାରୋହରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ...