ଓଡିଶା

ଅନୁଭବଙ୍କ ବିରୋଧରେ ଜାରି ହେଲା NBW

(ଭୁବନେଶ୍ୱର) : ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ବିରୋଧରେ ଜାରି ହେଲା NBW। କଟକ ଜେଏମ୍‌ଏଫସି (MP, MLA) କୋର୍ଟ ପକ୍ଷରୁ NBW। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା NBW ।

ସୂଚନାନୁଯାୟୀ , ଚାର୍ଜଫ୍ରେମ୍‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ NBW ଜାରି କଲେ କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ସୂଚନା ଦେଲେ ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ। ତେବେନିକଟରେବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

Related posts

ଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତି

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫ

mahabharatanews

ପଥର ମାଡରେ ବସ୍ କର୍ମଚାରୀ ଆହତ

mahabharatanews