ଓଡିଶାରୁବେଲା ଭାଇରସ; ଗର୍ଭବତୀଙ୍କୁ ସତର୍କ ରହିବାକୁ ନିର୍ଦେଶmahabharatanewsMay 9, 2024 by mahabharatanewsMay 9, 20240128 (ଭୁବନେଶ୍ୱର) : ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ ଯେଉଁ ଗର୍ଭବତୀଙ୍କ ଠାରେ ଲକ୍ଷଣ ଥିବ, ଟେଷ୍ଟିଂ...
ଭାରତଆଜି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ ଓ ହିମନ୍ତ ବିଶ୍ଵ ଶର୍ମାmahabharatanewsMay 9, 2024 by mahabharatanewsMay 9, 20240113 (ଭୁବନେଶ୍ୱର) : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ...
ଓଡିଶା ଖରାରୁ ସାମାନ୍ୟ ଆଶ୍ୱସ୍ତି mahabharatanewsMay 9, 2024 by mahabharatanewsMay 9, 20240113 (ଭୁବନେଶ୍ୱର) : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଲୋକଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହାରି ମଧ୍ୟରେ ଆହୁରି ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୨-୩ଦିନ...
ଓଡିଶା କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ mahabharatanewsMay 9, 2024 by mahabharatanewsMay 9, 20240117 (ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ...
ଓଡିଶାଭୁବନେଶ୍ୱର ବିମାନବନ୍ଦରରୁ ୨.୭୯ କୋଟି ଟଙ୍କାର ସୁନା ଜବତ mahabharatanewsMay 8, 2024May 8, 2024 by mahabharatanewsMay 8, 2024May 8, 20240154 (ଭୁବନେଶ୍ୱର) : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ ହୋଇଛି। ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ସୁନା ଜବତ ହୋଇଛି । ସୂଚନାନୁଯାୟୀ , ଯାହାର ମୂଲ୍ୟ...
ଓଡିଶାକୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡmahabharatanewsMay 8, 2024 by mahabharatanewsMay 8, 20240162 (ଭୁବନେଶ୍ୱର) : ଗତ ୨୪ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜିଠୁ ବର୍ଷାର...
ଓଡିଶାବିଜେଡିରେ ମିଶିଲେ ଅଖିଳ ପଟ୍ଟନାୟକmahabharatanewsMay 8, 2024May 8, 2024 by mahabharatanewsMay 8, 2024May 8, 20240191 (ଭୁବନେଶ୍ୱର) : ବିଜେଡିରେ ମିଶିଲେ ଅଖିଳ ପଟ୍ଟନାୟକ । ସେ ପୂର୍ବରୁ ବିଜେପିରେ ରହିଥିଲେ । କିଛି ଦିନ ପୂର୍ବରୁ ବିଜେପି ଉପରେ ଖୁବ ବର୍ଷିଥିଲେ । ତେବେ ସେ ଖୁବ ଜଲଦି ଅନ୍ୟଦଳରେ...
ଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍mahabharatanewsMay 8, 2024 by mahabharatanewsMay 8, 20240132 (ଭୁବନେଶ୍ୱର) : ଆଜି ସାମ୍ବାଦିକ ସମ୍ମଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା,...
ଓଡିଶାନବରଙ୍ଗପୁରରେ ଅଜଣା ଭୂତାଣୁ ଚି଼ହ୍ନଟmahabharatanewsMay 8, 2024 by mahabharatanewsMay 8, 20240109 (ନବରଙ୍ଗପୁର) : ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ ହୋଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ ରେ ୧୮ ଜଣ ରୋଗୀ ଅଛନ୍ତି ଯାହାର ଜ୍ୱର ସହ rashes ଅଛି । ICMR କୁ ସମସ୍ତଙ୍କ ସାମ୍ପୁଲ ପଠାଯାଇଛି । ସ୍କ୍ରବ...
ଓଡିଶାକାଳବୈଶାଖୀ ବର୍ଷା: ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ମନା mahabharatanewsMay 8, 2024May 8, 2024 by mahabharatanewsMay 8, 2024May 8, 20240110 (ଭୁବନେଶ୍ୱର): ତାତିର କୋପରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା । ଥଣ୍ଡା ପଡିଲା ଟୁଇନ ସିଟି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର...